ମାଓ ହିଂସାକୁ ବିରୋଧ କରି ମରାଗଲା ପୋଷ୍ଟର

<p>ମାଲକାନଗିରି: ମାଓ ହିଂସାକୁ ବିରୋଧ କରି ମାଲକାନଗିରି ଜିଲ୍ଲା କାଲିମେଳା ଓ ବଣ୍ଡାଘାଟି ଅଞ୍ଚଳରେ ପୋଷ୍ଟର ମରାଯାଇଛି। ଆଦିବାସୀ ଏକତା ମଞ୍ଚ ନାଁରେ ଏହି ପୋଷ୍ଟର ମରାଯାଇଛି।&nbsp; ମାଓବାଦୀମାନେ ବିକାଶ କାମକୁ ବିରୋଧ &nbsp;କରିବା ସହ ପୋଲିସ ଇନଫର୍ମର ନାଁରେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବାରୁ ପୋଷ୍ଟରରେ ପ୍ରତିବାଦ କରାଯାଇଛି।</p> <p>ଗତ ଦୁଇ ଦିନ ଭିତରେ ମାଲକାନିଗିରି ଜିଲ୍ଲାରେ ୨ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଏହାସହିତ ବଣ୍ଡାଘାଟିର ଥଣ୍ଡାହାଲରେ ରାସ୍ତା କାମରେ ନିୟୋଜିତ ଥିବା ୪ଟି ଟ୍ରାକ୍ଟର,ଗୋଟିଏ ଜେସିବି, ଗୋଟିଏ ପ୍ରୋକଲିନ୍, ଗୋଟିଏ ଟିପର ଓ ଗୋଟିଏ&nbsp; ରୋଲ୍&zwnj;ର ସହ କ୍ୟାମର ଭଳି ଅନେକ ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ।</p>

Ordigital Desk
  • Published: Thursday, 21 December 2017
  • Updated: 21 December 2017, 09:53 AM IST

Sports

Latest News

<p>ମାଲକାନଗିରି: ମାଓ ହିଂସାକୁ ବିରୋଧ କରି ମାଲକାନଗିରି ଜିଲ୍ଲା କାଲିମେଳା ଓ ବଣ୍ଡାଘାଟି ଅଞ୍ଚଳରେ ପୋଷ୍ଟର ମରାଯାଇଛି। ଆଦିବାସୀ ଏକତା ମଞ୍ଚ ନାଁରେ ଏହି ପୋଷ୍ଟର ମରାଯାଇଛି।&nbsp; ମାଓବାଦୀମାନେ ବିକାଶ କାମକୁ ବିରୋଧ &nbsp;କରିବା ସହ ପୋଲିସ ଇନଫର୍ମର ନାଁରେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବାରୁ ପୋଷ୍ଟରରେ ପ୍ରତିବାଦ କରାଯାଇଛି।</p><p>ଗତ ଦୁଇ ଦିନ ଭିତରେ ମାଲକାନିଗିରି ଜିଲ୍ଲାରେ ୨ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଏହାସହିତ ବଣ୍ଡାଘାଟିର ଥଣ୍ଡାହାଲରେ ରାସ୍ତା କାମରେ ନିୟୋଜିତ ଥିବା ୪ଟି ଟ୍ରାକ୍ଟର,ଗୋଟିଏ ଜେସିବି, ଗୋଟିଏ ପ୍ରୋକଲିନ୍, ଗୋଟିଏ ଟିପର ଓ ଗୋଟିଏ&nbsp; ରୋଲ୍&zwnj;ର ସହ କ୍ୟାମର ଭଳି ଅନେକ ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos