ସମସ୍ତଙ୍କ ଆଖିରେ ଧୂଳି ଦେଇ ମେଣ୍ଢା ମାରିଲା ଅଜଣା ଜନ୍ତୁ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରାଜ ନିକଟ ଗୋପାଳସାହିରେ ଆତଙ୍କ ମଚାଇଛି ଅଜଣା ଜନ୍ତୁ। ଅଜଣା ଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ କୈଳାସ ସାହୁଙ୍କ ମେଣ୍ଢାଶାଳରେ ପଶି ମେଣ୍ଢାଟିକୁ ମାରି ଦେଇଛି। ରବିବାର ରାତିରେ ନରାଜ ଅଞ୍ଚଳରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଥିଲା। ଆଜି ପୁଣି ଗୋଟିଏ ମେଣ୍ଢାର ମୃତ୍ୟୁକୁ ନେଇ ଗୋପାଳ ସାହିରେ ଆତଙ୍କ ଖେଳିଯାଇଛି। ହାତୀ ପାଇଁ ସିଡିଏ ଅଞ୍ଚଳରେ […]

sheep

sheep

Tapaswini Nayak
  • Published: Tuesday, 25 December 2018
  • Updated: 25 December 2018, 10:03 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରାଜ ନିକଟ ଗୋପାଳସାହିରେ ଆତଙ୍କ ମଚାଇଛି ଅଜଣା ଜନ୍ତୁ। ଅଜଣା ଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ କୈଳାସ ସାହୁଙ୍କ ମେଣ୍ଢାଶାଳରେ ପଶି ମେଣ୍ଢାଟିକୁ ମାରି ଦେଇଛି।

ରବିବାର ରାତିରେ ନରାଜ ଅଞ୍ଚଳରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଥିଲା। ଆଜି ପୁଣି ଗୋଟିଏ ମେଣ୍ଢାର ମୃତ୍ୟୁକୁ ନେଇ ଗୋପାଳ ସାହିରେ ଆତଙ୍କ ଖେଳିଯାଇଛି।

ହାତୀ ପାଇଁ ସିଡିଏ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ନରାଜ ଗୋପାଳ ସାହିରେ ପହଞ୍ଚି ଜଗିଥିଲେ। ଏହାସତ୍ତ୍ୱେ ଅଜଣା ଜନ୍ତୁ ଆସି ମେଣ୍ଢାକୁ ମାରି ଦେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story