୮ ମାସ ପରେ ମିଳିଲା ହଜିଲା ପୁଅ, ସୋସିଆଲ ମିଡିଆ ହେଲା ସାହା

ସାଲେପୁର (ଓଡ଼ିଶା ରିପୋର୍ଟର): ପୁଅ ହଜିବାର୍ ୮ ମାସ ପରେ ମିଳିଛି ପତ୍ତା। ପୁଅର ଭିଡିଓ ଭାଇରାଲ ହେବା ପରେ ଠିକଣା ପାଇଛନ୍ତି ପରିବାର ଲୋକେ। ଏବେ ଏହି ଭିଡିଓ ଘୁରି ବୁଲୁଛି ସୋସିଆଲ ମିଡିଆରେ। ଏହା ହେଉଛି କଟକ ସାଲେପୁର ଅଞ୍ଚଳର ଘଟଣା।

ସାଲେପୁର ଶିଶୁଆ ବାହାରପଡାର ପ୍ରଶାନ୍ତ ସାହୁ ନିଜ ବୃଦ୍ଧ ମାଆବାପାଙ୍କ ସହ ଜଗତସିଂହପୁର ଝଙ୍କଡ ଶାରଳାଙ୍କ ଦର୍ଶନରେ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ।   ପ୍ରଶାନ୍ତ ମାନସିକ ଅନଗ୍ରସର। ବହୁ ଖୋଜାଖୋଜି ପରେ ମଧ୍ୟ ପ୍ରଶାନ୍ତଙ୍କ କୌଣସି ସନ୍ଧାନ ମିଳି ନଥିଲା।

ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ପ୍ରଶାନ୍ତଙ୍କ ଏକ ଭିଡିଓ ଘୁରି ବୁଲୁଛି। ଭିଡିଓରେ ନିଜର ପରିଚୟ ଦେଇ ଖାଇବାକୁ ମିଳୁ ନଥିବା ପ୍ରଶାନ୍ତ କହୁଛନ୍ତି। ଏଥିସହିତ ସେ ଘରୁକୁ ଫେରିବାକୁ ଚାହୁଁଛି ବୋଲି ଭିଡିଓରେ କହୁଛି।

ଭିଡିଓକୁ ଦେଖି ନିଜ ପୁଅକୁ ଚିହ୍ନି ପାରିଛନ୍ତି ତାଙ୍କ ବାପାମାଆ। ଏନେଇ ସାଲେପୁର ବିଡିଓଙ୍କୁ ଯୋଗାଯୋଗ କରାଯିବା ପରେ ସେ କହିଛନ୍ତି, “ପ୍ରଶାନ୍ତଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଚାଲିଛି।”

Ordigital Desk
• Published: Thursday, 05 April 2018
• Updated: 05 April 2018, 06:34 PM IST

ସାଲେପୁର (ଓଡ଼ିଶା ରିପୋର୍ଟର): ପୁଅ ହଜିବାର୍ ୮ ମାସ ପରେ ମିଳିଛି ପତ୍ତା। ପୁଅର ଭିଡିଓ ଭାଇରାଲ ହେବା ପରେ ଠିକଣା ପାଇଛନ୍ତି ପରିବାର ଲୋକେ। ଏବେ ଏହି ଭିଡିଓ ଘୁରି ବୁଲୁଛି ସୋସିଆଲ ମିଡିଆରେ। ଏହା ହେଉଛି କଟକ ସାଲେପୁର ଅଞ୍ଚଳର ଘଟଣା।

ସାଲେପୁର ଶିଶୁଆ ବାହାରପଡାର ପ୍ରଶାନ୍ତ ସାହୁ ନିଜ ବୃଦ୍ଧ ମାଆବାପାଙ୍କ ସହ ଜଗତସିଂହପୁର ଝଙ୍କଡ ଶାରଳାଙ୍କ ଦର୍ଶନରେ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ।   ପ୍ରଶାନ୍ତ ମାନସିକ ଅନଗ୍ରସର। ବହୁ ଖୋଜାଖୋଜି ପରେ ମଧ୍ୟ ପ୍ରଶାନ୍ତଙ୍କ କୌଣସି ସନ୍ଧାନ ମିଳି ନଥିଲା।

ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ପ୍ରଶାନ୍ତଙ୍କ ଏକ ଭିଡିଓ ଘୁରି ବୁଲୁଛି। ଭିଡିଓରେ ନିଜର ପରିଚୟ ଦେଇ ଖାଇବାକୁ ମିଳୁ ନଥିବା ପ୍ରଶାନ୍ତ କହୁଛନ୍ତି। ଏଥିସହିତ ସେ ଘରୁକୁ ଫେରିବାକୁ ଚାହୁଁଛି ବୋଲି ଭିଡିଓରେ କହୁଛି।

ଭିଡିଓକୁ ଦେଖି ନିଜ ପୁଅକୁ ଚିହ୍ନି ପାରିଛନ୍ତି ତାଙ୍କ ବାପାମାଆ। ଏନେଇ ସାଲେପୁର ବିଡିଓଙ୍କୁ ଯୋଗାଯୋଗ କରାଯିବା ପରେ ସେ କହିଛନ୍ତି, “ପ୍ରଶାନ୍ତଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos