ସଂଗଠନ ସଜାଡ଼ିବା ଚିନ୍ତାରେ ବିଜେଡି ଓ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟାକୁ ଉଭୟ ବିଜେଡି ଓ ବିଜେପି ଜୋରଦାର କରିଛନ୍ତି। ବିଜେପି ରାଜ୍ୟରେ ନିଜର ସଭ୍ୟ ସଂଗ୍ରହ ଅଭିଯାନ ଶେଷ କରିଥିବାବେଳେ ବିଜେଡି ଆସନ୍ତାମାସ ୨ତାରିଖରୁ ସଭ୍ୟ ସଂଗ୍ରହ ଆରମ୍ଭ କରିବ। ଏଥିପାଇଁ ଉଭୟ ଦଳ ନିଜ ନିଜର ସାଂଗଠନିକ ନେତୃୃବୃନ୍ଦଙ୍କ ଏକ ବୈଠକ ଡକାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ବିଜେଡି ରାଜ୍ୟ […]

After-bjp-ruling-Bjd-to-start-its-membership-drive-from-1-September

Manoranjan Sial
  • Published: Tuesday, 27 August 2019
  • Updated: 27 August 2019, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟାକୁ ଉଭୟ ବିଜେଡି ଓ ବିଜେପି ଜୋରଦାର କରିଛନ୍ତି। ବିଜେପି ରାଜ୍ୟରେ ନିଜର ସଭ୍ୟ ସଂଗ୍ରହ ଅଭିଯାନ ଶେଷ କରିଥିବାବେଳେ ବିଜେଡି ଆସନ୍ତାମାସ ୨ତାରିଖରୁ ସଭ୍ୟ ସଂଗ୍ରହ ଆରମ୍ଭ କରିବ। ଏଥିପାଇଁ ଉଭୟ ଦଳ ନିଜ ନିଜର ସାଂଗଠନିକ ନେତୃୃବୃନ୍ଦଙ୍କ ଏକ ବୈଠକ ଡକାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ବିଧାୟକ ଓ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ସଦସ୍ୟମାନେ ଯୋଗ ଦେବେ। ଏହି ବୈଠକରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ଉପରେ ଆନୁଷ୍ଠାନିକ ଆଲୋଚନା ହେବା ସହ ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ପ୍ରସଙ୍ଗରେ ରୂପରେଖ ଚୂଡ଼ାନ୍ତ ହେବ।

ସାଧାରଣ ନିର୍ବାଚନ ଯୋଗୁ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଳମ୍ବ ହୋଇଛି। ୨୦୧୯ ଫେବୃୟାରୀ ୨୮ତାରିଖ ସୁଦ୍ଧା ଦଳର ସାଂଗଠନିକ ନିର୍ବାଚନ ଶେଷ ହେବା କଥା। ମାତ୍ର ସାଧାରଣ ନିର୍ବାଚନ ଯୋଗୁ ଦଳୀୟ ପଦାଧିକାରୀ ଭାବେ ଅଧିକାଂଶ ନେତାଙ୍କୁ ଥଇଥାନ କରାଯାଇଥିବାରୁ ସେଗୁଡ଼ିକର ପୁନର୍ଗଠନ ମଧ୍ୟ ହେବ ବୋଲି ସୂଚନା ମିଳିଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ଡିସେମ୍ବର ମାସ ଶେଷ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଜେଡିରେ ଏବେ ପ୍ରାୟ ୫୦ଲକ୍ଷ ସଭ୍ୟ ଥିବାବେଳେ ଦଳ ଆହୁରି ଅଧିକ ୩୦ରୁ ୫୦ଲକ୍ଷ ସଭ୍ୟ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରିବାର ସମ୍ଭାବନା ରହିଛି। ଉଭୟ ଅନଲାଇନ୍ ଓ ଅଫଲାଇନ୍ରେ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ସହ ମହିଳା, ଯୁବ ଓ ଛାତ୍ର ବର୍ଗ ଉପରେ ଫୋକସ ରହିବ ବୋଲି ଜଣାପଡ଼ିଛି।

ସେହିପରି ରାଜ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ବିଜେପି ଅଗଷ୍ଟ ୩୧ ତାରିଖରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ ଡାକିଛି। ବୈଠକରେ ଦଳର ସମସ୍ତ ରାଜ୍ୟ ପଦାଧିକାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଥିବା ରାଜ୍ୟର ନେତା, କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମସ୍ତ ନିର୍ବାଚିତ ବିଧାୟକ, ସାଂସଦ ଓ ଜିଲ୍ଲା ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଦଳର ରାଜ୍ୟ ସଭାପତି ପଦ ନିମନ୍ତେ ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ଉପରେ ବିଚାରବିମର୍ଶ ହେବ। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଦଳ ଏଥର ଜଣେ ଯୁବନେତୃତ୍ୱଙ୍କ ଉପରେ ରାଜ୍ୟର ସଂଗଠନ ଦାୟିତ୍ୱ ଦେବାକୁ ସଜବାଜ ହେଉଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story