ଖାରବେଳ ଭବନରେ ଖୋଲିବ ଏଜି ଅଫିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ କୋର୍ଟରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖାରବେଳ ଭବନରେ ଆଡଭୋକେଟ୍ ଜେନେରାଲଙ୍କ ଏକ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଶାଖା ଅଫିସକୁ ନବନିର୍ମିତ ଖାରବେଳ ଭବନରେ ଖୋଲାଗଲେ କୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ତୁରନ୍ତ ଫଇସଲା ପାଇଁ ଉତ୍ତମ ସମନ୍ୱୟ ରକ୍ଷା କରାଯାଇପାରିବ ବୋଲି ସରକାର ଅନୁଭବ କରିଛନ୍ତି। ଏନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ନିମନ୍ତେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଥିବା […]

ag-office-will-open-in-kharabala-bhawan

ag-office-will-open-in-kharabala-bhawan

Manoranjan Sial
  • Published: Monday, 02 September 2019
  • Updated: 02 September 2019, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ କୋର୍ଟରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖାରବେଳ ଭବନରେ ଆଡଭୋକେଟ୍ ଜେନେରାଲଙ୍କ ଏକ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଶାଖା ଅଫିସକୁ ନବନିର୍ମିତ ଖାରବେଳ ଭବନରେ ଖୋଲାଗଲେ କୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ତୁରନ୍ତ ଫଇସଲା ପାଇଁ ଉତ୍ତମ ସମନ୍ୱୟ ରକ୍ଷା କରାଯାଇପାରିବ ବୋଲି ସରକାର ଅନୁଭବ କରିଛନ୍ତି। ଏନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ନିମନ୍ତେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ କୋର୍ଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ରହିଥିବା ମାମଲାଗୁଡ଼ିକୁ ସଠିକ୍ ଭାବେ ପରିଚାଳନା କରାଯାଉନଥିବାରୁ ଅନେକ ସମୟରେ ସରକାରଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏହି କାରଣରୁ ଆଇନ ବିଭାଗର ପ୍ରମୁଖ ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ମାମଲା ରହିଥିବା ବିଭାଗ ଯଥା- ସ୍କୁଲ ଓ ଗଣଶିକ୍ଷା ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ସଚିବମାନଙ୍କ ସହ ବୈଠକ କରି କୋର୍ଟ ମାମଲାଗୁଡ଼ିକର ତୁରନ୍ତ ଫଇସଲା ଦିଗରେ କ’ଣ ପଦକ୍ଷେପ ନିଆଯାଇ ପାରିବ ତାହା ସ୍ଥିର କରିବାକୁ ଆଇନ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତମାସ ସୁଦ୍ଧା ପ୍ରାୟ ୫ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ୧.୫୨ଲକ୍ଷ ମାମଲା ହାଇକୋର୍ଟରେ ପଡ଼ି ରହିଛି। ଯେଉଁଥିରେ ୪୫ ପ୍ରତିଶତ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ଥିବା ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ଏବେ କଟକରେ କାର୍ଯ୍ୟ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story