ଭୁବନେଶ୍ୱରରୁ ମାଲେସିଆକୁ ସିଧାସଳଖ ଉଡ଼ିଲା ବିମାନ, ସପ୍ତାହରେ ଚାରି ଦିନ ମିଳିବ ସୁବିଧା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମାଲେସିଆର କ୍ୱାଲାଲମ୍ପୁରକୁ ଉଡ଼ିଲା ସିଧାସଳଖ ଅନ୍ତର୍ଜାତୀୟ ବିମାନ। ଗତକାଲି ରାତିରେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ଏୟାର ଏସିଆ ବିମାନ A320-216 ମାଲେସିଆରୁ ଆସି ଏଠାରେ ପହଞ୍ଚିଥିଲେ। ରାତି ୧୨ଟା ୮ରେ ଏହି ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ସେଥିରେ ଆସିଥିବା ୯୬ ଜଣ ଯାତ୍ରୀଙ୍କୁ ବ୍ୟାଣ୍ଡ୍ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହା ପରେ ରାତି ଗୋଟାଏ ୧୫ […]

plane

plane

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 09:23 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମାଲେସିଆର କ୍ୱାଲାଲମ୍ପୁରକୁ ଉଡ଼ିଲା ସିଧାସଳଖ ଅନ୍ତର୍ଜାତୀୟ ବିମାନ। ଗତକାଲି ରାତିରେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ଏୟାର ଏସିଆ ବିମାନ A320-216 ମାଲେସିଆରୁ ଆସି ଏଠାରେ ପହଞ୍ଚିଥିଲେ। ରାତି ୧୨ଟା ୮ରେ ଏହି ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ସେଥିରେ ଆସିଥିବା ୯୬ ଜଣ ଯାତ୍ରୀଙ୍କୁ ବ୍ୟାଣ୍ଡ୍ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହା ପରେ ରାତି ଗୋଟାଏ ୧୫ ମିନିଟ୍‌ରେ ଏହି ବିମାନ ଭୁବନେଶ୍ୱରରୁ ୧୫୯ ଜଣ ଯାତ୍ରୀଙ୍କୁ ଧରି କ୍ୱାଲାଲମ୍ପୁର ଅଭିମୁଖେ ଯାତ୍ରା କରିଥିଲା।

[video width="720" height="576" mp4="http://odishareporter.in/wp-content/uploads/2017/04/Direct-International-flight-services-from-Bhubneswar-to-Kuala-Lumpur-begins_x264.mp4"][/video]

ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୪ ଦିନ ଏହି ଅନ୍ତର୍ଜାତୀୟ ବିମାନ ସେବା ମିଳିବ। ୧୮୦ ଆସନ ବିଶିଷ୍ଟ ଏହି ବିମାନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଯାତାୟତ କରିବ।

ଗତକାଲି ଭୁବନେଶ୍ୱରରେ ବିମାନଟି ଅବତରଣ କରିବା ପରେ ଏୟାର ଏସିଆ ମାଲେସିଆର ସିଇଓ ଏହି ପଦକ୍ଷେପ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ କ୍ୱାଲାଲମ୍ପୁରକୁ ବିମାନ ସେବା ପ୍ରତି ଆଗକୁ ଲୋକେ ଆହୁରି ଆକର୍ଷିତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story