ଭୁବନେଶ୍ୱରରୁ ସିଧାସଳଖ ମାଲେସିଆ: କାଲିଠାରୁ ଏୟାର ଏସିଆର ଅନ୍ତର୍ଜାତୀୟ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ମାଲେସିଆ ଉଡିବ ବିମାନ। ଆସନ୍ତାକାଲିଠାରୁ ଏୟାର ଏସିଆ ବିମାନ ବିଜୁ ପଟ୍ଟନାୟନକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କ୍ୱାଲାଲୁମ୍ପୁରକୁ ଯାତ୍ରା କରିବ। ରାତି ୧୧ଟା ୨୫ରେ ବିମାନ ପହଞ୍ଚିବ ଓ  ୧୧ଟା ୫୫ରେ ଭୁବନେଶ୍ୱରରୁ ଉଡାଣ ଭରିବ। ୨୦୧୩ର ଅକ୍ଟୋବର ୩୦ରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପାଇଥିଲା ବିଜୁ ପଟ୍ଟନାୟକ ବିମାନ ବନ୍ଦର। ନୂଆ ଟର୍ମିନାଲ୍ ବିଲଡିଂ କାର୍ଯ୍ୟକ୍ଷମ ହେଲା ସେହିବର୍ଷ ମାର୍ଚ୍ଚ ୧୩ ତାରିଖରେ। ପାଖାପାଖି ୨ବର୍ଷ ପରେ ଅର୍ଥାତ୍ ୨୦୧୫, […]

air asia

air asia

Rakesh Mallick
  • Published: Tuesday, 25 April 2017
  • Updated: 26 April 2017, 08:13 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ମାଲେସିଆ ଉଡିବ ବିମାନ। ଆସନ୍ତାକାଲିଠାରୁ ଏୟାର ଏସିଆ ବିମାନ ବିଜୁ ପଟ୍ଟନାୟନକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କ୍ୱାଲାଲୁମ୍ପୁରକୁ ଯାତ୍ରା କରିବ। ରାତି ୧୧ଟା ୨୫ରେ ବିମାନ ପହଞ୍ଚିବ ଓ  ୧୧ଟା ୫୫ରେ ଭୁବନେଶ୍ୱରରୁ ଉଡାଣ ଭରିବ।

୨୦୧୩ର ଅକ୍ଟୋବର ୩୦ରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପାଇଥିଲା ବିଜୁ ପଟ୍ଟନାୟକ ବିମାନ ବନ୍ଦର। ନୂଆ ଟର୍ମିନାଲ୍ ବିଲଡିଂ କାର୍ଯ୍ୟକ୍ଷମ ହେଲା ସେହିବର୍ଷ ମାର୍ଚ୍ଚ ୧୩ ତାରିଖରେ। ପାଖାପାଖି ୨ବର୍ଷ ପରେ ଅର୍ଥାତ୍ ୨୦୧୫, ୧୦ ଜୁଲାଇରୁ ସିଡ୍ୟୁଲ୍ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜାନୁଆରୀ ୨୭ତାରିଖରେ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହୋଇଛି।

ଏୟାର ଏସିଆ ବିମାନ ଉଡାଣ ସଂପର୍କରେ ସୂଚନା ଦେଇ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଏଥିପାଇଁ ୬କୋଟି ଟଙ୍କ। ଖର୍ଚ୍ଚ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story