ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଦେବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି  ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶସ୍ୱରୂପ AAI କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ। ଚୁକ୍ତି ଅନୁସାରେ ଏମ୍ସକୁ ଏୟାରପୋର୍ଟ ଅଥରିଟି ୬ଟି ICU ଭେଣ୍ଟିଲେଟର, ୨ପୋର୍ଟେବଲ ଭେଣ୍ଟିଲେଟର, ୨ ଡେଫିବ୍ରିଲେଟର ପ୍ରଦାନ କରିବ।  ମେଡିକାଲ୍ ଭିତ୍ତିଭୂମି ବିସ୍ତାର କରିବାରେ AIIMS ନିର୍ଦ୍ଦେଶକ ଏବଂ ମେଡିକାଲ୍ […]

bbsr-1

bbsr-1

Niharika Rout
  • Published: Friday, 13 March 2020
  • Updated: 13 March 2020, 08:14 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି  ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶସ୍ୱରୂପ AAI କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ।

ଚୁକ୍ତି ଅନୁସାରେ ଏମ୍ସକୁ ଏୟାରପୋର୍ଟ ଅଥରିଟି ୬ଟି ICU ଭେଣ୍ଟିଲେଟର, ୨ପୋର୍ଟେବଲ ଭେଣ୍ଟିଲେଟର, ୨ ଡେଫିବ୍ରିଲେଟର ପ୍ରଦାନ କରିବ।  ମେଡିକାଲ୍ ଭିତ୍ତିଭୂମି ବିସ୍ତାର କରିବାରେ AIIMS ନିର୍ଦ୍ଦେଶକ ଏବଂ ମେଡିକାଲ୍ ଅଧୀକ୍ଷକ ଅତ୍ୟନ୍ତ ସକ୍ରିୟ ଥିବାବେଳେ, CSR ଅଧୀନରେ ଏହିପରି ସୁବିଧା ବିସ୍ତାର କରିବା ପାଇଁ ବିମାନ ବନ୍ଦର କତ୍ତୃପକ୍ଷ ସର୍ବଦା ଆଗରେ ରହିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story