ଏୟାରପୋର୍ଟ ଛକରେ ଉନ୍ମୋଚନ ହେବ ବିଜୁବାବୁଙ୍କ ବିଶାଳ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ। ବିଜେଡି ଏହାକୁ ମହାଆଡମ୍ବରରେ ପାଳନ କରିବାକୁ ଯାଉଛି। ଏଥିପାଇଁ ଭୁବନେଶ୍ୱରର ବରମୁଣ୍ଡା ଗ୍ରାଉଣ୍ଡରେକର୍ମୀ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜନତା ମଇଦାନରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଶତବାର୍ଷିକୀ ଦିନ ସକାଳେ ଏୟାରପୋର୍ଟ ଛକରେ ବିଜୁ ବାବୁଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଦିନ […]

biju

biju

Rakesh Mallick
  • Published: Friday, 04 March 2016
  • Updated: 04 March 2016, 09:58 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ। ବିଜେଡି ଏହାକୁ ମହାଆଡମ୍ବରରେ ପାଳନ କରିବାକୁ ଯାଉଛି। ଏଥିପାଇଁ ଭୁବନେଶ୍ୱରର ବରମୁଣ୍ଡା ଗ୍ରାଉଣ୍ଡରେକର୍ମୀ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜନତା ମଇଦାନରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଶତବାର୍ଷିକୀ ଦିନ ସକାଳେ ଏୟାରପୋର୍ଟ ଛକରେ ବିଜୁ ବାବୁଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଦିନ ରାଜଧାନୀରେ ଦୁଇଟି ସମାବେଶ ହେବ। ବରମୁଣ୍ଡା ଗ୍ରାଉଣ୍ଡରେ ବିଜେଡି ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଉଛି।ଏହାସହ ରାଜ୍ୟସ୍ତରୀୟ ସ୍ମୃତି ସଭା ଆୟୋଜିତ ହେବ। ସେହିପରି ଜନତା ମଇଦାନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମହା ଆଡମ୍ବରରେ ପାଳନ ହେବ ପଞ୍ଚାୟତିରାଜ ଦିବସ। ଏଥିପାଇଁ ରାଜଧାନୀର ଗଳିକନ୍ଦି ବ୍ୟାନର ପୋଷ୍ଟରରେ ଛାଇ ହୋଇ ଗଲାଣି।

ଉଭୟ କାର୍ଯ୍ୟକ୍ରମକୁ ଯେପରି ସୁରୁଖୁରୁରେ ପାଳନ କରାଯିବ, ସେ ନେଇ ବିଜେଡି ପକ୍ଷରୁ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୫ଟି କମିଟିର ସଦସ୍ୟ ଉପସ୍ଥିତ ଥିଲେ। ବିଜୁଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକବର୍ଷ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କମିଟିର ସଦସ୍ୟମାନେ ବିସ୍ତୃତ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story