ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାକୁ କିଭଳି ବ୍ୟବସ୍ଥିତ ତଥା ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେ ନେଇ ଆଜି ବସିବ ଛତିଶା ନିଯୋଗ ବୈଠକ। ଏଥିରେ ଆଗାମୀ ରଥଯାତ୍ରା, ବାହୁଡ଼ା, ସୁନାବେଶ ତଥା ରଥଯାତ୍ରାର ସମସ୍ତ ପ୍ରକ୍ରିୟା କିଭଳି ସୁଚାରୁ ରୂପେ ସଂପନ୍ନ ହେବ ସେନେଇ କରାଯିବ ବିସ୍ତୃତ ଭାବେ ଆଲୋଚନା। ଏହାସହିତ ଘୋଷଯାତ୍ରାର ନୀତି ତଥା ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ ନେଇ ଆଲୋଚନା କରାଯିବ। ଛତିଶା ନିଯୋଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଏହି […]

Jagannathtemple

Jagannathtemple

Rakesh Mallick
  • Published: Monday, 29 June 2015
  • Updated: 29 June 2015, 01:43 AM IST

Sports

Latest News

ପୁରୀ: ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାକୁ କିଭଳି ବ୍ୟବସ୍ଥିତ ତଥା ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେ ନେଇ ଆଜି ବସିବ ଛତିଶା ନିଯୋଗ ବୈଠକ। ଏଥିରେ ଆଗାମୀ ରଥଯାତ୍ରା, ବାହୁଡ଼ା, ସୁନାବେଶ ତଥା ରଥଯାତ୍ରାର ସମସ୍ତ ପ୍ରକ୍ରିୟା କିଭଳି ସୁଚାରୁ ରୂପେ ସଂପନ୍ନ ହେବ ସେନେଇ କରାଯିବ ବିସ୍ତୃତ ଭାବେ ଆଲୋଚନା। ଏହାସହିତ ଘୋଷଯାତ୍ରାର ନୀତି ତଥା ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ ନେଇ ଆଲୋଚନା କରାଯିବ। ଛତିଶା ନିଯୋଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଏହି ବୈଠକରେ ମତ ରଖିବେ କର୍ମକର୍ତ୍ତା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ରଙ୍କ ସମେତ ବିଭିନ୍ନ ନିଯୋଗର ମୁଖ୍ୟ କର୍ମକର୍ତ୍ତା ଉପସ୍ଥିତ ରହିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story