ଆଜି ବିଶ୍ୱ ଐତିହ୍ୟ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ଐତିହ୍ୟ ଦିବସ। ଏହି ଅବସରରେ ‘ସଂସ୍କୃତି ଆମର, ସୁରକ୍ଷା ଆମର’ ସ୍ଲୋଗାନ୍ ସହ ଆଜି ରାଜଧାନୀରେ ଆୟୋଜିତ ହେବ ଐତିହ୍ୟ ପଦଯାତ୍ରା। ଭୁବନେଶ୍ୱର ରାଜରାଣୀ ମନ୍ଦିରରୁ ପଦଯାତ୍ରା ବାହାରି ପୁରୁଣା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଗସ୍ତ କରିବ। ଏହି ପଦଯାତ୍ରାରେ ଯୋଡ଼ିଶଙ୍ଖ, ପଶୁମୁଖା ନୃତ୍ୟ, ଲଉଡି ନାଚ ପ୍ରଭୃତି ଆମ ସଂସ୍କୃତିର  ପରିଚୟ ପ୍ରଦାନ କରୁଥିବା ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯିବ। ଆଗାମୀ ଦିନରେ ସମଗ୍ର ପୁରୁଣା ଭୁବନେଶ୍ୱରକୁ ଐତିହାସିକ ସ୍ଥଳର ମାନ୍ୟତା […]

bbsr

bbsr

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 04:37 AM IST

Sports

Latest News

ଭୁବନେଶ୍ୱର: ଆଜି ବିଶ୍ୱ ଐତିହ୍ୟ ଦିବସ। ଏହି ଅବସରରେ ‘ସଂସ୍କୃତି ଆମର, ସୁରକ୍ଷା ଆମର’ ସ୍ଲୋଗାନ୍ ସହ ଆଜି ରାଜଧାନୀରେ ଆୟୋଜିତ ହେବ ଐତିହ୍ୟ ପଦଯାତ୍ରା। ଭୁବନେଶ୍ୱର ରାଜରାଣୀ ମନ୍ଦିରରୁ ପଦଯାତ୍ରା ବାହାରି ପୁରୁଣା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଗସ୍ତ କରିବ।

ଏହି ପଦଯାତ୍ରାରେ ଯୋଡ଼ିଶଙ୍ଖ, ପଶୁମୁଖା ନୃତ୍ୟ, ଲଉଡି ନାଚ ପ୍ରଭୃତି ଆମ ସଂସ୍କୃତିର  ପରିଚୟ ପ୍ରଦାନ କରୁଥିବା ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯିବ।

ଆଗାମୀ ଦିନରେ ସମଗ୍ର ପୁରୁଣା ଭୁବନେଶ୍ୱରକୁ ଐତିହାସିକ ସ୍ଥଳର ମାନ୍ୟତା ପ୍ରଦାନ କରିବାକୁ ଯୋଜନା କରାଯାଉଥିବା ସଂସ୍କୃତି ନିର୍ଦ୍ଦେଶକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story