ଆଜି ଫ୍ରେଣ୍ଡସିପ ଡେ

ଭୁବନେଶ୍ୱର:  ଆଜି ଫ୍ରେଣ୍ଡସିପ ଡେ। ବନ୍ଧୁ ମାନଙ୍କ ପାଇଁ ଦିନଟିଏ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ। ବନ୍ଧୁମାନଙ୍କ ପାଇଁ ଏହି ଦିନଟି ପାଳନ କରାଯାଏ। ଆଜିର ଦିବସ ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବା ପାଇଁ ଯୁବପୀଢିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥାଏ।  ସୋସିଆଲ୍ ସାଇଟରେ ଶୁଭେଚ୍ଛା ବାର୍ତ୍ତା ଦେଇ ତଥା ଉପହାର ଦିଆନିଆ […]

vlcsnap-2015-08-02-09h51m14s063 - Copy

vlcsnap-2015-08-02-09h51m14s063 - Copy

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 04:51 AM IST

Sports

Latest News

ଭୁବନେଶ୍ୱର:  ଆଜି ଫ୍ରେଣ୍ଡସିପ ଡେ। ବନ୍ଧୁ ମାନଙ୍କ ପାଇଁ ଦିନଟିଏ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ। ବନ୍ଧୁମାନଙ୍କ ପାଇଁ ଏହି ଦିନଟି ପାଳନ କରାଯାଏ। ଆଜିର ଦିବସ ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବା ପାଇଁ ଯୁବପୀଢିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥାଏ।  ସୋସିଆଲ୍ ସାଇଟରେ ଶୁଭେଚ୍ଛା ବାର୍ତ୍ତା ଦେଇ ତଥା ଉପହାର ଦିଆନିଆ ହୋଇ ଏହି ଦିନକୁ ପାଳନ କରାଯାଇଥାଏ । vlcsnap-2015-08-02-09h50m56s478ଗତକାଲି  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଫ୍ରେଣ୍ଡସିପ୍ ଡେ ପାଳନ କରାଯାଇଛି । ଛାତ୍ରଛାତ୍ରୀମାନେ କେକ୍ କାଟି, ବ୍ୟାଣ୍ଡ ବାନ୍ଧି, ବେଲୁନ ଫୁଟେଇ ଏହି ଦିନକୁ ପାଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story