ଆଜି ପାତାଳି ଶ୍ରୀବିଗ୍ରହଙ୍କ ତ୍ରୟୋଦଶୀ ଉତ୍ସବ

ପୁରୀ: ପାତାଳି ଶ୍ରୀବିଗ୍ରହମାନଙ୍କ ତ୍ରୟୋଦଶୀ ଉତ୍ସବ ଆଜି ପାଳନ ହେବ। ଏଥିପାଇଁ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ବେଢ଼ାରେ ସାଧୁ ସନ୍ଥ ଓ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। ପାଖାପାଖି ଶହେ ହାଣ୍ଡି ମହାପ୍ରସାଦ ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି। ଆଗରୁ ତ୍ରୟୋଦଶୀରେ ଲକ୍ଷାଧିକ ଲୋକଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ତେବେ, ପରବର୍ତ୍ତୀ ସମୟରେ ତାହା ବାତିଲ କରାଯାଇଛି।ସେପଟେ ରଥଖଳାରେ ତିନିରଥର ନିର୍ମାଣ କାମ ଜୋରସରରେ ଆଗେଇ ଚାଲିଛି। ରଥରେ ପୋଟଳ […]

temple

temple

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 04:34 AM IST

ପୁରୀ: ପାତାଳି ଶ୍ରୀବିଗ୍ରହମାନଙ୍କ ତ୍ରୟୋଦଶୀ ଉତ୍ସବ ଆଜି ପାଳନ ହେବ। ଏଥିପାଇଁ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ବେଢ଼ାରେ ସାଧୁ ସନ୍ଥ ଓ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। ପାଖାପାଖି ଶହେ ହାଣ୍ଡି ମହାପ୍ରସାଦ ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି। ଆଗରୁ ତ୍ରୟୋଦଶୀରେ ଲକ୍ଷାଧିକ ଲୋକଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ତେବେ, ପରବର୍ତ୍ତୀ ସମୟରେ ତାହା ବାତିଲ କରାଯାଇଛି।ସେପଟେ ରଥଖଳାରେ ତିନିରଥର ନିର୍ମାଣ କାମ ଜୋରସରରେ ଆଗେଇ ଚାଲିଛି। ରଥରେ ପୋଟଳ ପଡି ସାରିଥିବାବେଳେ ପାରାଭାଡ଼ି ପଡିବାକୁ ବାକି ଅଛି। ଏଥିପାଇଁ ମହାରଣା ସେବାୟତମାନେ କାମରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story