ଆଜି ଠୁ ଯୁକ୍ତ ୨ ଇନଷ୍ଟାଣ୍ଟ୍ ପରୀକ୍ଷା

ଭୁବନେଶ୍ୱର: ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ଲସ୍-ଟୁ ଇନଷ୍ଟାଣ୍ଟ ପରୀକ୍ଷା। ଓଡ଼ିଶା ବନ୍ଦ ପାଇଁ ଗତକାଲିଠୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷାକୁ ଦିନଟିଏ ଘୁଞ୍ଚାଇ ଦିଆଯାଇଥିଲା। ରାଜ୍ୟର ୩୩ଟି କେନ୍ଦ୍ରରେ ୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏଁ ଏବଂ ଅନ୍ୟ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ୧ ତାରିଖ ଯାଏଁ […]

exam

exam

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 08:21 AM IST

Sports

Latest News

ଭୁବନେଶ୍ୱର: ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ଲସ୍-ଟୁ ଇନଷ୍ଟାଣ୍ଟ ପରୀକ୍ଷା। ଓଡ଼ିଶା ବନ୍ଦ ପାଇଁ ଗତକାଲିଠୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷାକୁ ଦିନଟିଏ ଘୁଞ୍ଚାଇ ଦିଆଯାଇଥିଲା। ରାଜ୍ୟର ୩୩ଟି କେନ୍ଦ୍ରରେ ୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏଁ ଏବଂ ଅନ୍ୟ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ୧ ତାରିଖ ଯାଏଁ ଚାଲିବ ଏବଂ ଜୁଲାଇ ୧୫ ସୁଦ୍ଧା ଫଳ ପ୍ରକାଶ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos