ଆଜିଠାରୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ନାମଲେଖା ନେଇ ତାଲିକା ପ୍ରକାଶ ପାଇବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ। କଟ୍‌ ଅଫ୍ ମାର୍କ ତାଲିକାକୁ ନେଇ ଛାତ୍ରଛାତ୍ରୀଙ୍କ ଆଡମିଶନ ହେଉଛି।