ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ନାମଲେଖା ପାଇଁ କଟଅଫ୍ ମାର୍କ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ନାମଲେଖା ପାଇଁ କଟଅଫ୍ ମାର୍କ। ସେଇଥିପାଇଁ ନୂଆ ନୂଆ କଲେଜ ଆସିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ମନରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଛି । ଜୁଲାଇ ୪ରୁ ୮ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଆଡମିଶନ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ପିଲା ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ ନଚେତ୍ ଆଡମିଶନ ପ୍ରକ୍ରିୟାରୁ ବାଦ୍ ପଡିବେ । ଆବେଦନ ପରେ ଛାତ୍ରଛାତ୍ରୀ କେଉଁ କଲେଜ୍ ପାଇଁ ମନୋନୀତ ହୋଇଛନ୍ତି […]

chse-odisha

chse-odisha

Rakesh Mallick
  • Published: Tuesday, 30 June 2015
  • Updated: 01 July 2015, 01:54 AM IST

Sports

Latest News

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ନାମଲେଖା ପାଇଁ କଟଅଫ୍ ମାର୍କ। ସେଇଥିପାଇଁ ନୂଆ ନୂଆ କଲେଜ ଆସିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ମନରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଛି । ଜୁଲାଇ ୪ରୁ ୮ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଆଡମିଶନ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ପିଲା ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ ନଚେତ୍ ଆଡମିଶନ ପ୍ରକ୍ରିୟାରୁ ବାଦ୍ ପଡିବେ । ଆବେଦନ ପରେ ଛାତ୍ରଛାତ୍ରୀ କେଉଁ କଲେଜ୍ ପାଇଁ ମନୋନୀତ ହୋଇଛନ୍ତି ସେ ନେଇ ଅନଲାନରେ ହିଁ ଇଣ୍ଟିମେସନ୍ ଲେଟର ପଠାଯିବ ବୋଲି ସିଏଚଏସଇ କର୍ତ୍ତୃପକ୍ଷ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story