ମାଓବାଦୀଙ୍କ ପ୍ରତିବାଦ ସପ୍ତାହ ଆରମ୍ଭ; ରାୟଗଡ଼ା ଓ ମାଲକାନଗିରିରେ ଜୀବନଯାତ୍ରା ପ୍ରଭାବିତ

ଭୁବନେଶ୍ୱର: ଆଜିଠାରୁ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତୀ ୩ ଜିଲ୍ଲାରେ ପ୍ରତିବାଦ ସପ୍ତାହ ପାଳନ କରୁଛି ଲାଲବାହିନୀ । ମାଓ ପ୍ରଭାବିତ ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ବିଶାଖାପାଟ୍ଟନମରେ ଏହି ଡାକରା ଦିଆଯାଇଛି। ମାଲକାନଗିରି, କୋରାପୁଟ ଓ ବିଶାଖାପଟ୍ଟନମ ମାଓବାଦୀ ସଂଗଠନ ମିଳିତ ଭାବରେ ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ଦିବସ ଆହ୍ୱାନ ଦେଇଛି। ବନ୍ଦ ପାଳନ ଯୋଗୁ ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ମାଓ ସଂଗଠନର ଏହି ବନ୍ଦ ନିଷ୍ପତ୍ତିକୁ ଦେଖି ଏସ୍ଓଜି, […]

mhabadi

mhabadi

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 09:48 AM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତୀ ୩ ଜିଲ୍ଲାରେ ପ୍ରତିବାଦ ସପ୍ତାହ ପାଳନ କରୁଛି ଲାଲବାହିନୀ । ମାଓ ପ୍ରଭାବିତ ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ବିଶାଖାପାଟ୍ଟନମରେ ଏହି ଡାକରା ଦିଆଯାଇଛି। ମାଲକାନଗିରି, କୋରାପୁଟ ଓ ବିଶାଖାପଟ୍ଟନମ ମାଓବାଦୀ ସଂଗଠନ ମିଳିତ ଭାବରେ ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ଦିବସ ଆହ୍ୱାନ ଦେଇଛି। ବନ୍ଦ ପାଳନ ଯୋଗୁ ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ମାଓ ସଂଗଠନର ଏହି ବନ୍ଦ ନିଷ୍ପତ୍ତିକୁ ଦେଖି ଏସ୍ଓଜି, ଡିଭିଏଫ୍ ଏବଂ ବିଏସ୍ଏଫ ପକ୍ଷରୁ ମାଓ ପ୍ରବଣ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ପୋଲିସ ଚେକିଂକୁ ଜୋରଦାର କରିଛନ୍ତି ସୁରକ୍ଷା କର୍ମୀ। ଗତ ରାତି ତମାମ୍ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଚଳାଚଳ କରୁଥିବା ଯାନବାହନକୁ ପୋଲିସ ଚେକିଂ କରିଥିଲା। ଅନ୍ୟପଟେ ଆନ୍ଧ୍ର ଓ ଛତିଶଗଡରେ ମଧ୍ୟ ମିଳିତ ଅପରେସନକୁ ଜୋରଦାର କରାଯାଇଛି। ଆଜି ସକାଳେ ମାଲକାନଗିରିରେ ପହଞ୍ଚିଛନ୍ତି ବିଏସ୍ଏଫ୍ ଆଇଜି।

ସେହିପରି ବନ୍ଦ ଡାକରା ଯୋଗୁ ମାଓ ପ୍ରଭାବିତ ରାୟଗଡ଼ା ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତା'ସହ ଯାନବାହନ ଚଳାଚଳ ବି ପ୍ରଭାବିତ ହୋଇଛି। ସରକାରୀ ଏବଂ ଘରୋଇ ବସ୍ ଚଳାଚଳ ବନ୍ଦ ରହିବା ଯୋଗୁ ଗମନାଗମନ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ମାଓବାଦୀଙ୍କ ବନ୍ଦ ଡାକରାକୁ ଦେଖି ଜିଲ୍ଲା ବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ  ମଧ୍ୟ କଡ଼ାକଡ଼ି କରାଯାଇଛି। ନିୟମଗିରି ଅଞ୍ଚଳରେ ସିଆରପିଏଫ୍, ଡିଭିଏଫ୍, ଏସ୍ଓଜି, ବିଏସ୍ଏଫ୍ ମିଳିତ ଭାବେ କମ୍ୱିଂ ଅପରେସନ୍ ଜାରି ରହିଛି। ତା'ସହ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଯାନବାହନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story