ଆଜିଠୁ ଖୋଲିଲା କୁଲଡିହା ଅଭୟାରଣ୍ୟ

ବାଲେଶ୍ୱର: ଆଜିଠୁ  ଖୋଲିଲା କୁଲଡିହା ଅଭୟାରଣ୍ୟର ଗେଟ୍ । ଜୁନ ୧୫ତାରିଖ ଠାରୁ ଏହି ଗେଟ୍ ବନ୍ଦ ରହିଥିଲା।  ଅଭୟାରଣ୍ୟ ଭିତରକୁ  ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କ ଉପରୁ ବନବିଭାଗ କଟକଣା ହଟାଇଛି। ପର୍ଯ୍ୟଟକଙ୍କ ରହଣୀ ଏବଂ ଗାଇଡ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ କୁଲଡିହା ଏବଂ ଜଡାଚୁଆରେ  ମଧ୍ୟ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ଲୁଣ ପଡିଆକୁ ଲୁଣ ଖାଇବା ପାଇଁ ଆସିଲା ବେଳେ ଅଭୟାରଣ୍ୟରେ ଥିବା ବିଭିନ୍ନ ଜୀବଜନ୍ତୁଙ୍କୁ ପର୍ଯ୍ୟଟକ ଦେଖିପାରିବେ। […]

khuldiha

khuldiha

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 09:15 AM IST

Sports

Latest News

ବାଲେଶ୍ୱର: ଆଜିଠୁ  ଖୋଲିଲା କୁଲଡିହା ଅଭୟାରଣ୍ୟର ଗେଟ୍ । ଜୁନ ୧୫ତାରିଖ ଠାରୁ ଏହି ଗେଟ୍ ବନ୍ଦ ରହିଥିଲା।  ଅଭୟାରଣ୍ୟ ଭିତରକୁ  ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କ ଉପରୁ ବନବିଭାଗ କଟକଣା ହଟାଇଛି। ପର୍ଯ୍ୟଟକଙ୍କ ରହଣୀ ଏବଂ ଗାଇଡ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ କୁଲଡିହା ଏବଂ ଜଡାଚୁଆରେ  ମଧ୍ୟ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ଲୁଣ ପଡିଆକୁ ଲୁଣ ଖାଇବା ପାଇଁ ଆସିଲା ବେଳେ ଅଭୟାରଣ୍ୟରେ ଥିବା ବିଭିନ୍ନ ଜୀବଜନ୍ତୁଙ୍କୁ ପର୍ଯ୍ୟଟକ ଦେଖିପାରିବେ। ତା'ସହ ଆକର୍ଷଣୀୟ ପରିବେଶର ପର୍ଯ୍ୟଟକ ମଧ୍ୟ ମଜା ନେଇପାରିବେ। କୁଲଡିହାକୁ ପ୍ରବେଶ ଶୁଳ୍କ ଜଣକ ପିଛା ୨୦ଟଙ୍କା ରଖାଯାଇଛି। ସେହିପରି ରହଣି ପାଇଁ ଦିନକୁ ୪୫୦ଟଙ୍କା ପୈଠ କରିବାକୁ ପଡ଼ିବ ବୋଲି କୁଲଡିହା ରେଞ୍ଜର ଲକ୍ଷ୍ମଣ କୁମାର ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story