ଆଜି ଠାରୁ ଏମଟେକ୍ ନାମଲେଖା କାଉସିଲିଂ

ଭୁବନେଶ୍ୱର:  ଆଜିଠୁ ଆରମ୍ଭ ହେଉଛି ଓଜେଇଇର ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ କାଉନସିଲିଂ। ବିଶେଷ କରି ଏମଟେକ୍, ଏମଫ।ର୍ମା, ଏମଆର୍ଚିଟେକ୍ଚର ଏବଂ ଏମ୍ ପ୍ଲାନ ଭଳି ପାଠ୍ୟକ୍ରମରେ ଆଡ଼ିମିଶନ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀ କାଉସିଲିଂରେ ଭାଗ ନେଇପାରିବେ। ଏଥିପାଇଁ ଭୁବନେଶ୍ୱରରେ ଖୋଲିଛି ୩ଟି ନୋଡ଼ାଲ୍ ସେଣ୍ଟର। ଛାତ୍ରଛାତ୍ରୀମାନେ ଏହି ନୋଡ଼ାଲ୍ ସେଣ୍ଟର ଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଉପସ୍ଥିତ ରହିବେ। ତା’ସହ ଡକ୍ୟୁମେଣ୍ଟ ଭେରିଫିସେନ୍ କରିବା ସହ ଚଏସ୍ ଲକିଂ ମଧ୍ୟ କରିପାରିବେ। ଏହି କାଉନସିଲିଂ […]

vlcsnap-2015-06-30-09h18m02s4

vlcsnap-2015-06-30-09h18m02s4

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 09:27 AM IST

Sports

Latest News

ଭୁବନେଶ୍ୱର:  ଆଜିଠୁ ଆରମ୍ଭ ହେଉଛି ଓଜେଇଇର ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ କାଉନସିଲିଂ। ବିଶେଷ କରି ଏମଟେକ୍, ଏମଫ।ର୍ମା, ଏମଆର୍ଚିଟେକ୍ଚର ଏବଂ ଏମ୍ ପ୍ଲାନ ଭଳି ପାଠ୍ୟକ୍ରମରେ ଆଡ଼ିମିଶନ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀ କାଉସିଲିଂରେ ଭାଗ ନେଇପାରିବେ। ଏଥିପାଇଁ ଭୁବନେଶ୍ୱରରେ ଖୋଲିଛି ୩ଟି ନୋଡ଼ାଲ୍ ସେଣ୍ଟର। ଛାତ୍ରଛାତ୍ରୀମାନେ ଏହି ନୋଡ଼ାଲ୍ ସେଣ୍ଟର ଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଉପସ୍ଥିତ ରହିବେ। ତା'ସହ ଡକ୍ୟୁମେଣ୍ଟ ଭେରିଫିସେନ୍ କରିବା ସହ ଚଏସ୍ ଲକିଂ ମଧ୍ୟ କରିପାରିବେ। ଏହି କାଉନସିଲିଂ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟାନ୍ୟ କୋର୍ସ ଯଥା ଏମବିଏ, ଏମସିଏ, ବିଏଏମ୍ଏସ୍, ବିଏଚ୍ଏମ୍ଏସ୍ ଭଳି ପାଠ୍ୟକ୍ରମରେ ଆଡମିଶନ୍ ପାଇଁ ଆଗକୁ କାଉନସିଲିଂ ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story