ଏକତରଫା ପ୍ରେମ: ଫେସବୁକରେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଛାଡିବା ସହ ନାବାଳକ ଭାଇକୁ ଛୁରାମାଡ

କଟକ: ଏକତରଫା ପ୍ରମକୁ ବିରୋଧ କରୁଥିବାରୁ ଫେସବୁକରେ ବଡ ଭଉଣୀର ଆପତ୍ତିଜନକ ଫଟୋ ଛାଡ଼ିବା ଓ ନାବାଳକ ଭାଇକୁ ଛୁରାମାଡ଼ କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁରର ଶିଶୁଆଠାରେ । ଗୁରୁତର ଅବସ୍ଥାରେ ନାବାଳକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଆ ବଜାରରେ ଦୀପକ ସାହୁ ନାମକ ଜଣେ ଯୁବକଙ୍କ ମୋବାଇଲ୍ ଦୋକାନରେ ଏପରି ଘଟଣା ଘଟିଛି । ଆହତ ନାବାଳକଙ୍କ ପରିବାର ତରଫରୁ ମିଳିଥିବା ସୂଚନା ଅନୁସାରେ […]

ctc

ctc

Rakesh Mallick
  • Published: Monday, 22 June 2015
  • Updated: 22 June 2015, 02:38 AM IST

Sports

Latest News

କଟକ: ଏକତରଫା ପ୍ରମକୁ ବିରୋଧ କରୁଥିବାରୁ ଫେସବୁକରେ ବଡ ଭଉଣୀର ଆପତ୍ତିଜନକ ଫଟୋ ଛାଡ଼ିବା ଓ ନାବାଳକ ଭାଇକୁ ଛୁରାମାଡ଼ କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁରର ଶିଶୁଆଠାରେ । ଗୁରୁତର ଅବସ୍ଥାରେ ନାବାଳକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଆ ବଜାରରେ ଦୀପକ ସାହୁ ନାମକ ଜଣେ ଯୁବକଙ୍କ ମୋବାଇଲ୍ ଦୋକାନରେ ଏପରି ଘଟଣା ଘଟିଛି । ଆହତ ନାବାଳକଙ୍କ ପରିବାର ତରଫରୁ ମିଳିଥିବା ସୂଚନା ଅନୁସାରେ ଯୁବକ ଜଣଙ୍କ ନାବାଳକଙ୍କ ବଡ଼ ଭଉଣୀଙ୍କୁ ଏକ ତରଫ। ପ୍ରେମ କରି ଆସୁଥିଲା । ଏହାକୁ ପରିବାର ଲୋକେ ବିରୋଧ କରିବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ କରିଛି । ଆହତ ନାବାଳକଙ୍କୁ ଏକୁଟିଆ ପାଇ ନିଜ ଦୋକାନ ଭିତରେ ଛୁରାମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ସାଲେପୁର ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ପୋଲିସ ସୂତ୍ରରୁ ଜଣାପଡିଛି, ଦୀପକଙ୍କ ଦୋକାନର ସଟର ବାହାର ପଟୁ ବନ୍ଦ ଥିବା ବେଳେ ଭିତରେ ଜଣେ ପିଲାର ଚିତ୍କାର ଶୁଣାଯାଉଥିଲା । ସ୍ଥାନୀୟ ଲୋକେ ସଟର ଖୋଲି ନାବାଳକଙ୍କ ବେକ କଟାଯାଇଥିବା ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାସରେ ଡାକ୍ତରଖାନା ପଠାଇ ଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ପୋଲିସ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story