ଆମ୍ୱୁଲାନ୍ସ ଓ ଟ୍ରକ୍‌ ମୁହାଁମୁହିଁ, ୬ ଗୁରୁତର

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ରୋଗୀ ନେଇ ମେଡିକାଲ୍‌ ଯାଉଥିବା ବେଳେ ରାସ୍ତାରେ ୧୦୮ ଆମ୍ୱୁଲାନ୍ସ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ରେଢ଼ାଖୋଲରୁ ରୋଗୀ ଧରି ସମ୍ୱଲପୁର ଆସୁଥିଲା ୧୦୮ ଆମ୍ୱୁଲାନ୍ସ। ହାତୀବାରି ଛକରେ ଆମ୍ୱୁଲାକ୍ସ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଫୁଳରେ ଆମ୍ୱୁଲାନ୍ସ ଚାଳକ, ଆଟେଣ୍ଡାଣ୍ଡ, ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ। […]

ambulance-accident-in-sambalpur

ambulance-accident-in-sambalpur

Manoranjan Sial
  • Published: Friday, 28 June 2019
  • Updated: 28 June 2019, 06:50 PM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ରୋଗୀ ନେଇ ମେଡିକାଲ୍‌ ଯାଉଥିବା ବେଳେ ରାସ୍ତାରେ ୧୦୮ ଆମ୍ୱୁଲାନ୍ସ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ରେଢ଼ାଖୋଲରୁ ରୋଗୀ ଧରି ସମ୍ୱଲପୁର ଆସୁଥିଲା ୧୦୮ ଆମ୍ୱୁଲାନ୍ସ। ହାତୀବାରି ଛକରେ ଆମ୍ୱୁଲାକ୍ସ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଫୁଳରେ ଆମ୍ୱୁଲାନ୍ସ ଚାଳକ, ଆଟେଣ୍ଡାଣ୍ଡ, ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସଦର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଆମ୍ୱୁଲାନ୍ସ ଚାଳକ ଓ ଆଟେଣ୍ଡାଣ୍ଡଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos