ନବୀନ ନିବାସରେ ଶାହ କରିବେ ମଧ୍ୟାହ୍ନ ଭୋଜନ, ମେନୁରେ ୫୦ ପ୍ରକାର ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ବହୁ ହାଇ ପ୍ରୋଫାଇଲ ବ୍ୟକ୍ତି,  ଏବେ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି। ସେମାନେ ପୂର୍ବାଞ୍ଚଳ କାଉନସିଲ ବୈଠକରେ ଯୋଗ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ନବୀନ ନିବାସରେ କରିବେ ବୋଲି ଜଣାଯାଇଛି। ନବୀନ ନିବାସରେ ଖାସ ଅତିଥିଙ୍କ ପାଇଁ ଭବ୍ୟ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି। ମୋଟ ୧୧ ଜଣ ଭିଭିଆଇପି ଅତିଥିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ପଞ୍ଚ ତାରକା ହୋଟେଲରୁ ଖାଦ୍ୟ […]

mamata-1

mamata-1

Niharika Rout
  • Published: Friday, 28 February 2020
  • Updated: 28 February 2020, 02:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ବହୁ ହାଇ ପ୍ରୋଫାଇଲ ବ୍ୟକ୍ତି,  ଏବେ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି। ସେମାନେ ପୂର୍ବାଞ୍ଚଳ କାଉନସିଲ ବୈଠକରେ ଯୋଗ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ନବୀନ ନିବାସରେ କରିବେ ବୋଲି ଜଣାଯାଇଛି।

ନବୀନ ନିବାସରେ ଖାସ ଅତିଥିଙ୍କ ପାଇଁ ଭବ୍ୟ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି। ମୋଟ ୧୧ ଜଣ ଭିଭିଆଇପି ଅତିଥିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ପଞ୍ଚ ତାରକା ହୋଟେଲରୁ ଖାଦ୍ୟ ଆସିଥିବା ଜଣାଯାଇଛି।

ମେନୁରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ରହିଥିବା ସୂଚନା। ସେଥିରେ ପ୍ଲେନ ରାଇସ୍, ଫ୍ରାଏଡ୍ ରାଇସ୍ ସହ ଶୁଦ୍ଧ ଓଡ଼ିଆ ଖାଦ୍ୟ ମଧ୍ୟ ରହିଛି।  ଚିକେନ୍, ମଟନ, ଚିଙ୍ଗୁଡି ସହ ରହିଛି ପ୍ରାୟ ୫୦ ପ୍ରକାର ଖାଦ୍ୟ। ରସଗୋଲା, ଚାଉଳ ଖିରି, ହାକା ନୁଡୁଲ୍ସ ମଧ୍ୟ ମେନୁରେ ସ୍ଥାନ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story