ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ସହର ସ୍ଥିତ ତେଲେଙ୍ଗା ସାହିର ଜଣେ ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ ଦାସ (୩୦)। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଜୟନ୍ତ ବାଲେଶ୍ୱର ରେଳଷ୍ଟେସନରୁ ଚାନ୍ଦିପୁର ଡିଆର୍‌ଡିଓକୁ ପ୍ରତିରକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ଅଟୋରେ ନେଇ ଯାଇଥିଲେ। ତେବେ କୌଶଲ୍ୟା ମେମୋରିଆଲ ହସ୍ପିଟାଲ୍‌ ନିକଟରେ ଅଟୋ ସହ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଲୋକେ ତାଙ୍କୁ ଜିଲ୍ଲା […]

deadbody

deadbody

Jitendra Garnayak
  • Published: Saturday, 24 November 2018
  • Updated: 24 November 2018, 09:29 AM IST

Sports

Latest News

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ସହର ସ୍ଥିତ ତେଲେଙ୍ଗା ସାହିର ଜଣେ ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ ଦାସ (୩୦)।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଜୟନ୍ତ ବାଲେଶ୍ୱର ରେଳଷ୍ଟେସନରୁ ଚାନ୍ଦିପୁର ଡିଆର୍‌ଡିଓକୁ ପ୍ରତିରକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ଅଟୋରେ ନେଇ ଯାଇଥିଲେ। ତେବେ କୌଶଲ୍ୟା ମେମୋରିଆଲ ହସ୍ପିଟାଲ୍‌ ନିକଟରେ ଅଟୋ ସହ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ଚାନ୍ଦିପୁର ଡିଆର୍‌ଡିଓରୁ ଫେରିବା ବେଳେ ତାଙ୍କ ସହିତ କିଛି ଘଟିଥିବା କୁହାଯାଉଛି।

କେଉଁ ପରିସ୍ଥିତିରେ ଜୟନ୍ତଙ୍କ ମୃତ୍ୟୁ ହେଲା, ସେ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ଦୁର୍ଘଟଣା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story