ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ଜଡ଼ବାଙ୍କ ଗାଁରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ବସନ୍ତ ପଦୁରିଆ। ଆଜି ସକାଳେ ବସନ୍ତ ଶୌଚ ପାଇଁ ଯିବା ବେଳେ ତିନୋଟି ଭାଲୁ ସହ ମୁହାଁମୁହିଁ ହୋଇଥିଲେ।
ଖବର ଲେଖାଯିବା ସୁଦ୍ଧା ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।