କୋଟିଆ ପରେ ଦେଓମାଳି ଉପରେ ନଜର; ବଣଭୋଜି ବାହାନାରେ ପଶିଲେ ଦଳ ଦଳ ଆନ୍ଧ୍ର ଅଧିକାରୀ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋଟିଆ ବିବାଦ ସମାଧାନ ହୋଇ ନ ଥିବା ବେଳେ ପୁଣି ପଟାଙ୍ଗି ବ୍ଲକର ଦେଓମାଳି ଉପରେ ପଡ଼ିଲାଣି ଆନ୍ଧ୍ରର ନଜର। ଗତକାଲି ବଣଭୋଜି ବାହାନାରେ ଦେଓମାଳିରେ ପହଞ୍ଚିଥିଲେ ଆନ୍ଧ୍ରର ଦଳ ଦଳ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌। ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ପହଞ୍ଚିଥିଲେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ । […]

andhra

andhra

Niharika Rout
  • Published: Monday, 22 November 2021
  • Updated: 22 November 2021, 08:05 AM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): କୋଟିଆ ବିବାଦ ସମାଧାନ ହୋଇ ନ ଥିବା ବେଳେ ପୁଣି ପଟାଙ୍ଗି ବ୍ଲକର ଦେଓମାଳି ଉପରେ ପଡ଼ିଲାଣି ଆନ୍ଧ୍ରର ନଜର। ଗତକାଲି ବଣଭୋଜି ବାହାନାରେ ଦେଓମାଳିରେ ପହଞ୍ଚିଥିଲେ ଆନ୍ଧ୍ରର ଦଳ ଦଳ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌।

ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ପହଞ୍ଚିଥିଲେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।

ଗତକାଲି ଦିନ ପ୍ରାୟ ୧୧ଟାରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ । ଏସବୁ ଭିତରେ କିନ୍ତୁ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳଙ୍କ ଗତିବିଧିକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

[caption id="attachment_693584" align="aligncenter" width="650"]andhra ଦେଓମାଳିରେ ଆନ୍ଧ୍ର ଅଧିକାରୀଙ୍କ ଗାଡ଼ି।[/caption]

କୋରାପୁଟ ଜିଲ୍ଲା କୁନ୍ଦୁଲିରୁ ଏହି ଗାଡିଗୁଡିକ କୋଟିଆ ଆଡକୁ ମୁହାଁଇଥଇଲା । ପରେ ମଝି ରାସ୍ତାରେ ଦେଓମାଳି ଆଡକୁ ମୁହାଁଇଥିଲା ସମସ୍ତ ସରକାରୀ ଗାଡ଼ି । ଏଭଳି ଗତିବିଧି ଉପରେ କଡ଼ା ନଜର ରଖିଥିଲେ ସ୍ଥାନୀୟ ଲୋକେ ଓ କୋରାପୁଟ୍ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ।

ତେବେ ବିଜୟନଗରମ୍ ଜିଲ୍ଲାପାଳ ସୂର୍ଯ୍ୟାକୁମାରୀ ଏବଂ ୬୦/୭୦ ଜଣ ପ୍ରଶାସନିକ ଅଧିକାରୀ ଦେଓମାଳି ପରେ ପଟ୍ଟାଙ୍ଗି ବ୍ଲକ ଗଲିଗବଦର ଜଳପ୍ରପାତ ଯାଇଥିଲେ । ସେଠାରୁ ପୁଣି ପଟାଙ୍ଗି ବାଟ ଦେଇ ଆନ୍ଧ୍ରପ୍ରଦେଶକୁ ଫେରିଯାଇଥିଲେ । ତେବେ ଦେଓମାଳିରେ ଅତିରିକ୍ତ ଜିଲାପାଳ ଏବଂ ଗାଲିଗବଦରରେ ପଟାଙ୍ଗି ପୁଲିସ ଓ ବିଡ଼ିଓ ଜଗି ରହିଥିଲେ।

ବିଜୟନଗରମ୍‌ ଜିଲ୍ଲାପାଳଙ୍କ ସମେତ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଏଭଳି ଆକସ୍ମିକ ଗସ୍ତକୁ ନେଇ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । ଏଯାଏ କୋଟିଆ ବିବାଦର ସମାଧାନ ହୋଇ ନ ଥିବା ବେଳେ ପୁଣି ନୂଆ ବିବାଦ ସୃଷ୍ଟି କରିବାକୁ ଆନ୍ଧ୍ର ଅଧିକାରୀ ଏଭଳି ଅଚାନକ ଗସ୍ତ କରିଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story