ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବାରୁ ରାଜ୍ୟରା କରୋନା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି। ୧୧୨ ନୂଆ ଆକ୍ରାନ୍ତଙ୍କ […]

odisha1

odisha1

Jitendra Garnayak
  • Published: Friday, 12 June 2020
  • Updated: 12 June 2020, 12:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବାରୁ ରାଜ୍ୟରା କରୋନା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି।

୧୧୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫ଟି ଲୋକାଲ୍ କେସ୍ ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଝାରସୁଗୁଡ଼ାରୁ ୨ ଜଣ ଥିବା ବେଳେ ମାଲକାନଗିରିରୁ ୩, କେନ୍ଦୁଝରରୁ ୫, ଯାଜପୁରରୁ ୩, ଖୋର୍ଦ୍ଧାରୁ ୮, ଅନୁଗୋଳରୁ ୬, ଦେବଗଡ଼ରୁ ୨, କଟକରୁ ୩, ଗଞ୍ଜାମରୁ ୬, ସୁନ୍ଦରଗଡ଼ରୁ ୪, ପୁରୀରୁ ୧୫, ବୌଦ୍ଧରୁ ୩, ଗଜପତିରୁ ୫, ସମ୍ବଲପୁରରୁ ୫, ବଲାଙ୍ଗିରରୁ ୫, ମୟୂରଭଞ୍ଜରୁ ୭, ବାଲେଶ୍ୱରରୁ ୫ ଓ ନୟାଗଡ଼ରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀରୁ ୨୧ ଜଣ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍ ବାହାରିଛି।

ନୂଆ କେସ୍ ସହିତ ଝାରସୁଗୁଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ (୮ ସୁସ୍ଥ, ୭ ଚିକିତ୍ସାଧୀନ)ରେ ପହଞ୍ଚିଥିବା ବେଳେ ମାଲକାନଗିରିରେ ୨୫ (୨୧ ସୁସ୍ଥ, ୪ ଚିକିତ୍ସାଧୀନ), କେନ୍ଦୁଝରରେ ୫୯ (୨୫ ସୁସ୍ଥ, ୩୪ ଚିକିତ୍ସାଧୀନ), ଯାଜପୁରରେ ୩୨୯ (୨୮୭ ସୁସ୍ଥ, ୪୨ ଚିକିତ୍ସାଧୀନ), ଖୋର୍ଦ୍ଧାରେ ୩୧୫ (୧୮୬ ସୁସ୍ଥ, ୧୨୩ ଚିକିତ୍ସାଧୀନ, ୪ ମୃତ, ୨ ଅନ୍ୟ କାରଣରୁ ମୃତ), ଅନୁଗୋଳରେ ୩୯ (୨୫ ସୁସ୍ଥ, ୧୪ ଚିକିତ୍ସାଧୀନ), ଦେବଗଡ଼ରେ ୪୦ (୩୨ ସୁସ୍ଥ, ୮ ଚିକିତ୍ସାଧୀନ), କଟକରେ ୨୧୯ (୧୨୪ ସୁସ୍ଥ, ୯୪ ଚିକିତ୍ସାଧୀନ, ଜଣେ ମୃତ) ଓ ଗଞ୍ଜାମରେ ୬୫୮ (୫୧୫ ସୁସ୍ଥ, ୧୩୮ ଚିକିତ୍ସାଧୀନ, ୫ ମୃତ)ରେ ପହଞ୍ଚିଛି।

ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ (୭୪ ସୁସ୍ଥ, ୪୮ ଚିକିତ୍ସାଧୀନ)ରେ ପହଞ୍ଚିଥିବା ବେଳେ ପୁରୀରେ ୧୩୩ (୯୨ ସୁସ୍ଥ, ୪୧ ଚିକିତ୍ସାଧୀନ), ବୌଦ୍ଧରେ ୩୮ (୩୪ ସୁସ୍ଥ, ୪ ଚିକିତ୍ସାଧୀନ), ଗଜପତିରେ ୮୪ (୩୩ ସୁସ୍ଥ, ୫୧ ଚିକିତ୍ସାଧୀନ), ସମ୍ବଲପୁରରେ ୨୩ (୧୫ ସୁସ୍ଥ, ୮ ଚିକିତ୍ସାଧୀନ), ବଲାଙ୍ଗିରରେ ୧୨୯ (୮୭ ସୁସ୍ଥ, ୪୨ ଚିକିତ୍ସାଧୀନ), ମୟୂରଭଞ୍ଜରେ ୯୯ (୨୦ ସୁସ୍ଥ, ୭୯ ଚିକିତ୍ସାଧୀନ), ବାଲେଶ୍ୱରରେ ୨୦୨ (୧୬୩ ସୁସ୍ଥ, ୩୮ ଚିକିତ୍ସାଧୀନ) ଓ ନୟାଗଡ଼ରେ ୧୦୧ (୭୫ ସୁସ୍ଥ, ୨୬ ଚିକିତ୍ସାଧୀନ)ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story