ରାଜ୍ୟରେ ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ, କଟକରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୪୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨୩୬ ଚିକିତ୍ସାଧୀନ ଅଛନ୍ତି। 6. Balasore: 2 7. Angul: 1 8. Bhadrak: 5 9. Kalahandi: 3 10. Kandhamal: 15 […]

corona-7

corona-7

Jitendra Garnayak
  • Published: Saturday, 13 June 2020
  • Updated: 13 June 2020, 02:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୪୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨୩୬ ଚିକିତ୍ସାଧୀନ ଅଛନ୍ତି।

୧୬ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ୨୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୯ଟି ଲୋକାଲ୍ କେସ୍‌।

ଏହି ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକର ସବୁଠୁ ଅଧିକ ୯୨ ଜଣ ଅଛନ୍ତି। ସେହିପରି ଜଗତସିଂହପୁରରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୭, ଢେଙ୍କାନାଳରୁ ୭, ବାଲେଶ୍ୱରରୁ ୨, ଅନୁଗୋଳରୁ ୧, ଭଦ୍ରକରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୧୫,. ଗଞ୍ଜାମରୁ ୨୦, ସୁନ୍ଦରଗଡ଼ରୁ ଜଣେ, ପୁରୀରୁ ୧୫, ବଲାଙ୍ଗିରରୁ ୧୨, କେନ୍ଦ୍ରାପଡ଼ାରୁ ୪ ଓ ମୟୂରଭଞ୍ଜରୁ ୯ ଜଣ ଚିହ୍ନଟ ହୋଇଛନ୍ତି।

କଟକରେ ୯୨ଟି ନୂଆ କେସ୍ ଆସିବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧ରେ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୧୨୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି।

ନୂଆ ପଜିଟିଭ୍ ଚିହ୍ନଟ ପରେ ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ (୮୬ ସୁସ୍ଥ, ୫୭ ଚିକିତ୍ସାଧୀନ)ରେ ପହଞ୍ଚି ଥିବା ବେଳେ ଖୋର୍ଦ୍ଧାରେ ୩୩୪ (୨୦୫ ସୁସ୍ଥ, ୧୨୩ ଚିକିତ୍ସାଧୀନ, ୪ ମୃତ, ଅନ୍ୟ ଅନ୍ୟାନ୍ୟ କାରଣରୁ ଆଉ ୨ ମୃତ), ନୟାଗଡ଼ରେ ୧୦୮ (୮୨ ସୁସ୍ଥ, ୨୬ ଚିକିତ୍ସାଧୀନ), ଢେଙ୍କାନାଳରେ ୪୯ (୩୦ ସୁସ୍ଥ, ୧୯ ଚିକିତ୍ସାଧୀନ), ବାଲେଶ୍ୱରରେ ୨୦୪ (୧୭୭ ସୁସ୍ଥ, ୨୬ ଚିକିତ୍ସାଧୀନ, ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ), ଅନୁଗୋଳରେ ୪୦ (୩୧ ସୁସ୍ଥ, ୯ ଚିକିତ୍ସାଧୀନ), ଭଦ୍ରକରେ ୧୫୭ (୧୩୫ ସୁସ୍ଥ, ୨୨ ଚିକିତ୍ସାଧୀନ), କଳାହାଣ୍ଡିରେ ୪୧ (୨୦ ସୁସ୍ଥ, ୨୧ ଚିକିତ୍ସାଧୀନ), କନ୍ଧମାଳରେ ୬୭ (୨୫ ସୁସ୍ଥ, ୪୨ ଚିକିତ୍ସାଧୀନ), ଗଞ୍ଜାମରେ ୬୭୮ (୫୪୫ ସୁସ୍ଥ, ୧୨୮ ଚିକିତ୍ସାଧୀନ, ୫ ମୃତ), ସୁନ୍ଦରଗଡ଼ରେ ୧୨୩ (୮୧ ସୁସ୍ଥ, ୪୨ ଚିକିତ୍ସାଧୀନ), ପୁରୀରେ ୧୪୮ (୯୬ ସୁସ୍ଥ, ୫୨ ଚିକିତ୍ସାଧୀନ), ବଲାଙ୍ଗିରରେ ୧୪୧ (୯୯ ସୁସ୍ଥ, ୪୨ ଚିକିତ୍ସାଧୀନ), କେନ୍ଦ୍ରାପଡ଼ାରେ ୧୭୫ (୧୬୨ ସୁସ୍ଥ, ୧୩ ଚିକିତ୍ସାଧୀନ) ଓ ମୟୂରଭଞ୍ଜରେ ୧୦୮ (୨୦ ସୁସ୍ଥ, ୮୮ ଚିକିତ୍ସାଧୀନ)ରେ ପହଞ୍ଚିଛି।

କରୋନାରେ ରାଜ୍ୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗଞ୍ଜାମ ଜିଲ୍ଲାର, ୪ ଜଣ ଖୋର୍ଦ୍ଧାର ଓ ଜଣେ କଟକ ଜିଲ୍ଲାର। ସେହିପରି କରୋନାରେ ଆକ୍ରାନ୍ତ ହୋଇଥିବା ଆଉ ୩ ଲୋକଙ୍କର ବି ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story