ରାଜ୍ୟରେ ଲମ୍ବ ଡିଆଁ ମାରିଲା ଓମିକ୍ରନ୍‌, ଏକାଥରେ ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲମ୍ବା ଡିଆଁ ମାରିଲା ଓମିକ୍ରନ୍‌। ଏକାଥରେ ଚିହ୍ନଟ ହେଲେ ୫ ଆକ୍ରାନ୍ତ । ଫଳରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୦ ଦିନରେ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ILS  ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଓମିକ୍ରନ୍‌କୁ ଚେକ୍‌ ଦେବାକୁ ସଜବାଜ ହେଲେଣି ରାଜ୍ୟ ସରକାର। ଗତ ୨୧ ତାରିଖରେ ରାଜ୍ୟରେ […]

omicron

omicron

Niharika Rout
  • Published: Thursday, 30 December 2021
  • Updated: 30 December 2021, 02:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲମ୍ବା ଡିଆଁ ମାରିଲା ଓମିକ୍ରନ୍‌। ଏକାଥରେ ଚିହ୍ନଟ ହେଲେ ୫ ଆକ୍ରାନ୍ତ । ଫଳରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୦ ଦିନରେ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏନେଇ ILS  ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଓମିକ୍ରନ୍‌କୁ ଚେକ୍‌ ଦେବାକୁ ସଜବାଜ ହେଲେଣି ରାଜ୍ୟ ସରକାର। ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଇତି ମଧ୍ୟରେ ୧୦ ଦିନରେ ଏହି ସଂଖ୍ୟା ୧୪ ଛୁଇଁ ସାରିଲାଣି। ତେବେ ଆଜି ଚିହ୍ନଟ ହୋଇଥିବା ୫ ଓମିକ୍ରନ ଆକ୍ରାନ୍ତ କେଉଁଠୁ ଫେରିଥିଲେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story