ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ୩ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରୀଜପଥ ହୁଲୁରିସିଂହା ନିକଟରେ ଗତକାଲି ବିଳମ୍ବିତ ରାତିରେ ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ୩ଜଣ ଘରୋଇ ଆଦର୍ଶ ଇଜିନିୟରିଂ କଲେଜର ଛାତ୍ର ବୋଲି ପ୍ରାଥମିକ ଭାବେ ଜଣାପଡିଛି । ମୃତ ଦୁଇ ଛାତ୍ର ଝାରଖଣ୍ଡର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ବସ୍‌ଟି ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ […]

bus

bus

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 10:22 AM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରୀଜପଥ ହୁଲୁରିସିଂହା ନିକଟରେ ଗତକାଲି ବିଳମ୍ବିତ ରାତିରେ ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ୩ଜଣ ଘରୋଇ ଆଦର୍ଶ ଇଜିନିୟରିଂ କଲେଜର ଛାତ୍ର ବୋଲି ପ୍ରାଥମିକ ଭାବେ ଜଣାପଡିଛି । ମୃତ ଦୁଇ ଛାତ୍ର ଝାରଖଣ୍ଡର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

ବସ୍‌ଟି ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ହୁଲୁରିସିଂହା ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା।  ଦୁର୍ଘଟଣାସ୍ଥଳରେ ୨ଜଣ ଛାତ୍ରଙ୍କର ମୃତ ହୋଇଥିବା ବେଳେ ଆଉ ଜଣଙ୍କୁ କଟକ ସ୍ଥାନାନ୍ତରେ ବେଳେ ତାଙ୍କର ମୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story