ଓଡ଼ିଶାରେ ହେବ ହରବାଲ୍‌ ପ୍ଲାଣ୍ଟ, ପୁଞ୍ଜି ନିବେଶ କରିବ ଅପୋଲୋ ହରବାଲ୍‌ କମ୍ପାନୀ

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୩୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ଏକ ହରବାଲ୍ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ଚେନ୍ନାଇର ଅପୋଲୋ ହରବାଲ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ। ହରବାଲ୍‌ ସାମଗ୍ରୀର ଚାହିଦା ବଢୁଥିବାରୁ ରାଜ୍ୟରେ ବ୍ୟବସାୟିକ ପ୍ରାସାର ପାଇଁ କମ୍ପାନୀ ଏଭଳି ପଦକ୍ଷେପ ନେବାକୁ ଆଗ୍ରହି ବୋଲି କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ. ମାଗେଶ୍ୱର ରାଓ । ଭୁବନେଶ୍ୱର ଜନପଥ ଆର୍ଯ୍ୟ ପେଲେସେରେ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହି ବିବୃତ୍ତି ରଖିଛନ୍ତି। ପ୍ଲାଣ୍ଟ ପ୍ରତିଷ୍ଠା […]

apollo herbal

apollo herbal

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୩୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ଏକ ହରବାଲ୍ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ଚେନ୍ନାଇର ଅପୋଲୋ ହରବାଲ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ। ହରବାଲ୍‌ ସାମଗ୍ରୀର ଚାହିଦା ବଢୁଥିବାରୁ ରାଜ୍ୟରେ ବ୍ୟବସାୟିକ ପ୍ରାସାର ପାଇଁ କମ୍ପାନୀ ଏଭଳି ପଦକ୍ଷେପ ନେବାକୁ ଆଗ୍ରହି ବୋଲି କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ. ମାଗେଶ୍ୱର ରାଓ । ଭୁବନେଶ୍ୱର ଜନପଥ ଆର୍ଯ୍ୟ ପେଲେସେରେ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହି ବିବୃତ୍ତି ରଖିଛନ୍ତି।

ପ୍ଲାଣ୍ଟ ପ୍ରତିଷ୍ଠା କରି କମ୍ପାନୀ ତାର ଔଷଧୀୟ ସାମଗ୍ରୀକୁ ଓଡ଼ିଶା ମାର୍କେଟ୍‌କୁ ଛାଡ଼ିବାକୁ ଲକ୍ଷ ରଖିଛି। ଏଥିପାଇଁ ଓଡ଼ିଶାର ଆକ୍ରାକ୍ ସେଡିଂ କର୍ପୋରେସନ୍‌ ସହ ଚୁକ୍ତି କରିଛି। କମ୍ପାନୀ ଜିଲାସ୍ତରରେ ଯେଉଁ ଦାତବ୍ୟ ଚିକିତ୍ସାଳୟ ଖୋଲିବ ସେଥିରେ ଅପୋଲୋ ହରବଲ୍‌ର ମେଡିସିନ୍‌ ଉପଲବ୍ଧ ହେବ। କ୍ୟାନସର୍‌, ହାଇପରଟେନ୍‌ସନ, ଡାଇବେଟିସ୍, ମେଦ ବହୁଳତା ଭଳି ରୋଗ ପାଇଁ ଏହି ଔଷଧ ସବୁ ମିଳିବ। ବିଶେଷ ଭାବରେ ପିଲାଙ୍କ ସ୍ମରଣ ଶକ୍ତି ବଢ଼ିବା ଓ  ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବ ପାଇଁ ଔଷଧ ଏଠାରେ ଉପଳବ୍ଧ ହେବ।

ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୧୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଓଡ଼ିଶାରେ ହେବାକୁ ଥିବା  ଏହି ପ୍ଲାଣ୍ଟର  ଗୋମୁତ୍ର ଓ ଆୟୁର୍ବେଦିକ ଔଷଧ ଶତପ୍ରତିଶତ ପ୍ରାକୃତିକ ସାମଗ୍ରୀରେ ପ୍ରସ୍ତୁତ ହେବ ବୋଲି  ଏମ୍‌ଡି କହିଛନ୍ତି।

କମ୍ପାନୀ ତାମିଲ୍‌ନାଡୁ, ଆନ୍ଧ୍ରପ୍ରଦେଶ ସମେତ ଶ୍ରୀଲଙ୍କା ଓ ମାଲେସିଆରେ ମଧ୍ୟ ବ୍ୟାବସାୟ କରୁଛି। ଏବେ କମ୍ପାନୀର ପୂର୍ବ ଭାରତରେ ନିଜର ବ୍ୟବସାୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ବ୍ୟବସାୟ କରିବାକୁ ଚାହୁଁଛି। ବୋଲି କୁହାଯାଉଛି।

https://www.youtube.com/watch?v=CwUFaOt7kUc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story