୯ହଜାର ୮୨୮ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ୱର: ବିଧାନସଭାରେ ପାରିତ ହୋଇଛି ୨୦୧୭-୧୮ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍। ୯ହଜାର ୮୨୮ କୋଟି ୫୬ ଲକ୍ଷ ୬୬ ହଜାର ଟଙ୍କା ଅତିରିକ୍ତ ବଜେଟର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଏଥିରେ ଆଦିବାସୀଙ୍କ ବିକାଶ, ସହରାଞ୍ଚଳ ଉନ୍ନତି ଯୋଜନା, ଗ୍ରାମାଞ୍ଚଳ ଓ  ଆମ ଗାଁ ଆମ ବିକାଶ ଯୋଜନା ପାଇଁ ବିଶେଷ ଅର୍ଥ ବ୍ୟବସ୍ଥା କରାଯାଇଛି। ଏଥିସହିତ ଗଠନ ହୋଇଥିବା ଅନୁସୂଚିତ ଜନଜାତି କାଉନସିଲ୍ ପାଇଁ ମଧ୍ୟ ବିଶେଷ ଭାବେ ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।