ଅର୍ଚ୍ଚନା ନାଗ ମାମଲା: ଫିଲ୍ମ ପ୍ରଯୋଜକ ଓ ଜମି ବ୍ୟବସାୟୀଙ୍କୁ ଘାଣ୍ଟୁଛି ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ ଇଡି ପ୍ରମୋଦଙ୍କୁ ଅନେକ ପ୍ରଶ୍ନ ପଚାରିବ। ସେହିପରି ଜମି କିଣାବିକା ନେଇ ପ୍ରଭାତଙ୍କୁ ଇଡି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିବ ବୋଲି ସୂଚନା ମିଳିଛି। ପ୍ରଭାତଙ୍କଠାରୁ ଅର୍ଚ୍ଚନା-ଖଗେଶ୍ୱର ଜମି କିଣିଥିଲେ। ଜମି କିଣାବିକା କିପରି ହୋଇଥିଲା? ଜମି ବାବଦକୁ […]

archana-1

archana-1

Tapaswini Nayak
  • Published: Friday, 02 December 2022
  • Updated: 02 December 2022, 12:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ ଇଡି ପ୍ରମୋଦଙ୍କୁ ଅନେକ ପ୍ରଶ୍ନ ପଚାରିବ। ସେହିପରି ଜମି କିଣାବିକା ନେଇ ପ୍ରଭାତଙ୍କୁ ଇଡି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିବ ବୋଲି ସୂଚନା ମିଳିଛି।

ପ୍ରଭାତଙ୍କଠାରୁ ଅର୍ଚ୍ଚନା-ଖଗେଶ୍ୱର ଜମି କିଣିଥିଲେ। ଜମି କିଣାବିକା କିପରି ହୋଇଥିଲା? ଜମି ବାବଦକୁ କିପରି ଅର୍ଥ କାରବାର ହୋଇଥିଲା? କେସ୍ ଦେଇ ଅର୍ଚ୍ଚନା-ଖଗେଶ୍ୱର ଜମି କିଣିଥିଲେ ନା ଅନ୍‌ଲାଇନରେ ପଇସା ଦେଇଥିଲେ? ଏ ସବୁ ଦିଗ ଉପରେ ପ୍ରଭାତଙ୍କୁ ଇଡି ଅଧିକାରୀ ପଚରାଉଚରା କରୁଛି।

ପ୍ରଭାତ ନିଜ ଜମିକୁ ବିଲଡରକୁ ଦେଇଥିଲେ। ସଂପୃକ୍ତ ବିଲଡର ଜମିକୁ ପ୍ଲଟିଂ କରିବା ପରେ ଅର୍ଚ୍ଚନା-ଖଗେଶ୍ୱର ତାଙ୍କଠାରୁ ଜମି କଣିଥିଲେ ବୋଲି ଚର୍ଚ୍ଚା ହେଉଛି। ଜମି ବିଲଡରଙ୍କର ଅର୍ଚ୍ଚନାଙ୍କର ଲିଙ୍କ୍ ଥିଲା। ଜମି କିଣିବିକା ନେଇ ବିଲଡରଙ୍କ ପାଖରେ ଅର୍ଚ୍ଚନା ଟଙ୍କା ଲଗାଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅଧିକ ତଥ୍ୟ ଜାଣିବା ପାଇଁ ବିଲଡରଙ୍କୁ ଇଡି ଡାକିପାରେ ବୋଲି ସୂଚନା ମିଳିଛି।

ସେହିପରି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଆଜି ଇଡି ଅଫିସରେ ଦ୍ୱିତୀୟ ଥର ପାଇଁ ହାଜର ହୋଇଛନ୍ତି। ପ୍ରମୋଦଙ୍କୁ ଇଡି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଅନେକ ପ୍ରଶ୍ନ ପଚାରିବ ସୂଚନା ମିଳିଛି। ପ୍ରଥମ ଥର ଇଡି ପ୍ରମୋଦଙ୍କୁ ୧୨ ଘଣ୍ଟା ଜେରା କରିଥିଲା।

ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। ଅର୍ଚ୍ଚନା ଉପର ମହଲାରେ ରହୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଇଡି ପୁଣି ପ୍ରମୋଦଙ୍କୁ ସମନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story