ଚାଇନା, ଫ୍ରାନ୍ସ, ଆମେରିକାରୁ ଭୁବନେଶ୍ୱରକୁ ଆସିଥିଲା କୋକେନ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୋକେନ୍‌ ଜବତ ମାମଲାରେ ସାମ୍ନାକୁ ଆସିଲା ବିଦେଶ ଲିଙ୍କ। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜେରା ବେଳେ ଏପରି ତଥ୍ୟ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। କୋକେନ୍‌ ବିଦେଶରୁ ଆସୁଥିଲା। ଅନ୍ୟ ଦେଶର ଡ୍ରଗ୍ସ ପେଡଲରମାନଙ୍କ ସହ ଯୋଗାଯୋଗରେ ଥିଲା ଗିରଫ  ଅଭିଯୁକ୍ତ ରବି କୁମାର। ସେ ଚାଇନା, ଫ୍ରାନ୍ସ, ଆମେରିକା, ସ୍କଟ୍‌ଲାଣ୍ଡ, ଥାଇଲାଣ୍ଡ, ସାଉଥ୍‌ ଆଫ୍ରିକର ନିଶା ମାଫିଆଙ୍କ ସହ ଲିଙ୍କରେ ଥିଲା। ତା’ ମୋବାଇଲରୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏନେଇ […]

Cocaine-seizure

Cocaine-seizure

Manoranjan Sial
  • Published: Wednesday, 20 April 2022
  • Updated: 20 April 2022, 04:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୋକେନ୍‌ ଜବତ ମାମଲାରେ ସାମ୍ନାକୁ ଆସିଲା ବିଦେଶ ଲିଙ୍କ। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜେରା ବେଳେ ଏପରି ତଥ୍ୟ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। କୋକେନ୍‌ ବିଦେଶରୁ ଆସୁଥିଲା। ଅନ୍ୟ ଦେଶର ଡ୍ରଗ୍ସ ପେଡଲରମାନଙ୍କ ସହ ଯୋଗାଯୋଗରେ ଥିଲା ଗିରଫ  ଅଭିଯୁକ୍ତ ରବି କୁମାର। ସେ ଚାଇନା, ଫ୍ରାନ୍ସ, ଆମେରିକା, ସ୍କଟ୍‌ଲାଣ୍ଡ, ଥାଇଲାଣ୍ଡ, ସାଉଥ୍‌ ଆଫ୍ରିକର ନିଶା ମାଫିଆଙ୍କ ସହ ଲିଙ୍କରେ ଥିଲା। ତା’ ମୋବାଇଲରୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀପ ପଣ୍ଡା।

ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଥିଲେ ରବି କୁମାର ଓ ଶନି କୁମାର। ଉଭୟଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି କ୍ରାଇମ୍‌ବ୍ରାଞ୍ଚ। ଏଡିଜିଙ୍କ କହିବା ଅନୁସାରେ ଅନ୍ୟ ଡ୍ରଗ୍ସ ନେଟ୍‌ୱର୍କକୁ ବ୍ୟବହାର କରି ଗିରଫ ଅଭିଯୁକ୍ତମାନେ କୋକେନ୍‌ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୨୩ ହକି ବିଶ୍ୱକପ୍‌କୁ ସେମାନେ ଟାର୍ଗେଟ କରିଥିଲେ।

ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ବିଙ୍ଗଲୋର ସିଂହ ଓରଫ ରବି ଏବଂ ସନି କୁମାର। ସେମାନଙ୍କଠାରୁ ୨୦୨ ଗ୍ରାମ୍‌ର କୋକେନ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଦିଲ୍ଲୀର କୋକେନ ମାଫିଆଠାରୁ କୋକେନ କିଣୁଥିଲା ରବି।

ରାଜସ୍ଥାନରେ ତାର ଗୋଟିଏ ହୋଟେଲ ଏବଂ ଦିଲ୍ଲୀରେ ଏକ ଟ୍ରାଭେଲ ବିଜନେସ୍‌ ମଧ୍ୟ ରହିଛି। ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସମୟରୁ ସେ କୋକେନ୍ ବେପାର କରି ଆସୁଥିଲା। ଦିଲ୍ଲୀ ପରେ ବଡ଼ ବଡ଼ ସହରରେ କୋକେନ୍ ବିକ୍ରି କରିବାକୁ ଯୋଜନା କରିଥିଲା ରବି। କେତେକ ବିଦେଶୀଙ୍କ ସହ ତା’ର ଲିଙ୍କ୍ ରହିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story