ଓଡ଼ିଶାରେ ପ୍ରାକ୍‌-ମୌସୁମୀ ବର୍ଷା୨୨% କମ୍‌ ହୋଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସମେତ ସମଗ୍ର ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବେ କେରଳ ଛୁଇଁବ, ସେକଥା ପାଣିପାଗ ବିଭାଗ ଠିକ୍‌ ଭବେ କହି ପାରୁନାହିଁ। ଏବର୍ଷ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପ୍ରଥମେ କହିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ଏହା ଜୁନ୍‌ ୬ରେ କେରଳ ଛୁଇଁବାର ସମ୍ଭାବନା ଥିବା କୁହାଯାଇଛି। ଅନ୍ୟପକ୍ଷରେ ପ୍ରାକ୍‌ ମୌସୁମୀ ବର୍ଷାର ଅଭାବ ଯୋଗୁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। […]

r

r

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 03:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସମେତ ସମଗ୍ର ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବେ କେରଳ ଛୁଇଁବ, ସେକଥା ପାଣିପାଗ ବିଭାଗ ଠିକ୍‌ ଭବେ କହି ପାରୁନାହିଁ। ଏବର୍ଷ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପ୍ରଥମେ କହିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ଏହା ଜୁନ୍‌ ୬ରେ କେରଳ ଛୁଇଁବାର ସମ୍ଭାବନା ଥିବା କୁହାଯାଇଛି। ଅନ୍ୟପକ୍ଷରେ ପ୍ରାକ୍‌ ମୌସୁମୀ ବର୍ଷାର ଅଭାବ ଯୋଗୁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି।

ମାର୍ଚ୍ଚରୁ ମେ’ ମାସରେ ଦେଶ ତଥା ରାଜ୍ୟରେ ଯେଉଁ ବର୍ଷା ହୁଏ, ତା’କୁ ପ୍ରାକ୍‌ ମୌସୁମୀ ବର୍ଷା ବୋଲି କୁହାଯାଏ। ତେବେ ଏହି ସମୟସୀମା ମଧ୍ୟରେ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ୨୨% କମ୍‌ ବର୍ଷିଛି। ବିଶେଷ କରି ନବରଙ୍ଗପୁର, କୋରାପୁଟ, ଗଜପତି, ଗଞ୍ଜାମ, ଦେବଗଡ଼, ନୂଆପଡ଼ା, ମୟୂରଭଞ୍ଜ, ପୁରୀ, ଅନୁଗୋଳ ଓ ବାଲେଶ୍ୱରରେ ବହୁତ କମ୍‌ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଭିନ୍ନ କଥା କୁହାଯାଇଛି। ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଓଡ଼ିଶାରେ ୧୬୧ ମିମି ବର୍ଷା ରେକର୍ଡ ହୋଇଛି। ଯାହା ପ୍ରାୟ ସ୍ୱାଭାବିକ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏଥର ମୌସୁମୀ କେରଳ ଛୁଇଁବାରେ ସାମାନ୍ୟ ବିଳମ୍ବ ହେବ। ଏହା ଜୁନ୍‌ ୬ରେ କେରଳ ଛୁଇଁବାର ସମ୍ଭାବନା ରହିଛି। ସେହିପରି ଓଡ଼ିଶାକୁ ମୋୖସୁମୀ ସାଧାରଣତ‍ଃ ଜୁନ୍‌ ୧୦ରେ ଛୁଇଁଥାଏ। ହେଲେ ଏଥର ୧୦ରୁ ୧୨ ଦିନ ବିଳମ୍ବରେ ଏହା ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story