ସାରଥୀଙ୍କ ସିମେଣ୍ଟ ଗାଈର ଗୁମର ଖୋଲିଲେ ଆଇପିଏସ ଅରୁଣ ବୋଥ୍ରା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଥରେ ଚର୍ଚ୍ଚାକୁ ଆସିଛି ସନ୍ତୋଷ ରାଉଳ ଓରଫ୍ ସାରଥୀ ମାମଲା। କିଏ ଥିଲେ ସାରଥୀ ? କ’ଣ ପ୍ରକୃତରେ ତାଙ୍କ ପାଖରେ ଦିବ୍ୟ ଶକ୍ତି ଥିଲା ? କାହିଁକି ଲୋକେ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ ? ସୋଶାଲ ମିଡିଆରେ ଏମିତି କିଛି ରୋଚକ ପ୍ରଶ୍ନର ଉତ୍ତର ଦେଇଛନ୍ତି ବରିଷ୍ଠ ଆଇପିଏସ୍ ତଥା ସାରଥୀ ମାମଲାର ତଦନ୍ତ କରୁଥିବା ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ସାରଥିଙ୍କୁ ଗିରଫ ସମୟରେ ତାଙ୍କ […]

54321

54321

Tapas Behera
  • Published: Monday, 02 December 2019
  • Updated: 02 December 2019, 04:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଥରେ ଚର୍ଚ୍ଚାକୁ ଆସିଛି ସନ୍ତୋଷ ରାଉଳ ଓରଫ୍ ସାରଥୀ ମାମଲା। କିଏ ଥିଲେ ସାରଥୀ ? କ’ଣ ପ୍ରକୃତରେ ତାଙ୍କ ପାଖରେ ଦିବ୍ୟ ଶକ୍ତି ଥିଲା ? କାହିଁକି ଲୋକେ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ ? ସୋଶାଲ ମିଡିଆରେ ଏମିତି କିଛି ରୋଚକ ପ୍ରଶ୍ନର ଉତ୍ତର ଦେଇଛନ୍ତି ବରିଷ୍ଠ ଆଇପିଏସ୍ ତଥା ସାରଥୀ ମାମଲାର ତଦନ୍ତ କରୁଥିବା ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ସାରଥିଙ୍କୁ ଗିରଫ ସମୟରେ ତାଙ୍କ ପାଖରେ ଦିବ୍ୟଶକ୍ତି ଥିବା ନେଇ ବହୁ ମାତ୍ରାରେ ପ୍ରଚାର ହୋଇଥିଲା।

ସେ ଜଣେ ଅବତାରୀ ପୁରୁଷ ଥିଲେ ବୋଲି ତାଙ୍କ ପ୍ରଶଂସକ କହୁଥିଲେ। ଏପରିକି ସିମେଣ୍ଟ ଗାଈରୁ କ୍ଷୀର ବାହାରୁଥିବା କଥା ଜଣେ ପ୍ରଶଂସକ ଘୋଷଣା କରିଥିଲେ।

କିନ୍ତୁ ଏସବୁ ମିଛ ଥିଲା ଏବଂ ଲୋକଙ୍କ ସାମ୍ନାରେ ମନା କରିପାରିବା ସମ୍ଭବପର ନଥିଲା ବୋଲି ଜେରାବେଳେ ସାରଥୀ ତାଙ୍କୁ କହିଥିବା ନେଇ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି ବୋଥ୍ରା। ଖାଲି ଏତିକି ନୁହେଁ ଯେତେବେଳେ ଆଶ୍ରମ ଭିତରୁ ତାଙ୍କୁ ଗିରଫ କରିବାକୁ ବାରଣ କରିଥିଲେ ଜଣେ ସହକର୍ମୀ। ସାରଥୀଙ୍କ ନିକଟରେ ଈଶ୍ୱରୀୟ ଶକ୍ତି ରହିଛି, ଯାହା ତାଙ୍କୁ ଧ୍ୱଂସ କରିଦେବେ ବୋଲି ସହକର୍ମୀ ଜଣକ ତାଙ୍କୁ କହିଥିବା ଟ୍ୱିଟ୍‌ କରିଛନ୍ତି ବୋଥ୍ରା ।

ଏସବୁ ବେକାର କଥା ଥିଲା, ତେଣୁ ସାରଥୀଙ୍କୁ ସେ ସମ୍ପର୍କରେ ମୁଁ ପଚାରିଥିଲି ବୋଲି ବୋଥ୍ରା କହିଛନ୍ତି । ଏହାସହ ତଦନ୍ତ ସମୟରେ ସାରଥୀଙ୍କ ସହ କୌଣସି ପ୍ରକାରର ଥାଡ୍ ଡିଗ୍ରୀ ପ୍ରୟୋଗ କରାଯାଇନି ବୋଲି ବୋଥ୍ରା ସ୍ପଷ୍ଟ କରିଛନ୍ତି । ଆତ୍ମଘୋଷିତ ବାବା ସାରଥୀଙ୍କୁ ୨୦୧୫ରେ ବାରିମୂଳ ଆଶ୍ରମରୁ ଗିରଫ କରାଯାଇଥିଲା। ୪ ବର୍ଷ ଜେଲରେ ରହିବା ପରେ ୫ ମାସ ତଳେ ତାଙ୍କୁ ଜାମିନ୍ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story