‘ମୋ ବସ୍‌’ରେ ଜୟଦେବ ଭବନ ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ‘ମୋ ବସ୍‌’ ସେବାକୁ ପୂରିଛି ବର୍ଷେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ବସ୍‌’ରେ ଯାତ୍ରା କରିଛନ୍ତି। ସେ ଏୟାରପୋର୍ଟ ସ୍ଥିତ ବିଜୁ ପଟ୍ଟନାୟକ ଛକରୁ ଜୟଦେବ ଭବନ ଯାଏଁ ବସ୍‌ରେ ଆସିଛନ୍ତି। ବସ୍‌ରେ ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ଅନ୍ୟ ଯାତ୍ରୀଙ୍କ ସହ ଆସିଥିଲେ। ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ଯାତ୍ରୀଙ୍କ ସହିତ ଆଲୋଚନା କଥା ହୋଇଥିଲେ। ଏପରିକି ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ଉଠାଇଥିଲେ। ପରେ ଜୟଦେବ […]

cm

cm

Manoranjan Sial
  • Published: Wednesday, 06 November 2019
  • Updated: 06 November 2019, 10:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ‘ମୋ ବସ୍‌’ ସେବାକୁ ପୂରିଛି ବର୍ଷେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ବସ୍‌’ରେ ଯାତ୍ରା କରିଛନ୍ତି। ସେ ଏୟାରପୋର୍ଟ ସ୍ଥିତ ବିଜୁ ପଟ୍ଟନାୟକ ଛକରୁ ଜୟଦେବ ଭବନ ଯାଏଁ ବସ୍‌ରେ ଆସିଛନ୍ତି।

ବସ୍‌ରେ ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ଅନ୍ୟ ଯାତ୍ରୀଙ୍କ ସହ ଆସିଥିଲେ। ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ଯାତ୍ରୀଙ୍କ ସହିତ ଆଲୋଚନା କଥା ହୋଇଥିଲେ। ଏପରିକି ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ଉଠାଇଥିଲେ। ପରେ ଜୟଦେବ ଭବନରେ ଆୟୋଜିତ ‘ମୋ ବସ୍’ ସେବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି-“ଲୋକଙ୍କ ଭରସା ହାସଲ କରିଛି ‘ମୋ ବସ୍’। ଦିନରେ ଏହି ବସ୍ ଲକ୍ଷେ ଲୋକଙ୍କୁ ସେବା ଯୋଗାଉଛି।”

ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ୟାପିଟାଲ୍‌ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟର ଏମ୍‌ଡି ଅରୁଣ ବୋଥ୍ରା କହିଛନ୍ତି-“ଏବେ ୨୧ଟି ରୁଟ୍‌ରେ ୨୦୦ଟି ମୋ ବସ୍ ଚାଲୁଛି। ଆଗକୁ ମଧ୍ୟ ଆଉ ୧୫୦ଟି ମୋ ବସ୍ ବିଭିନ୍ନ ସ୍ଥାନରୁ ଚଳାଚଳ କରିବ। ଏଥିରେ ୫୦ଟି ସିଟି ବସ୍‌ ମଧ୍ୟ ସାମିଲ କରାଯିବ। ଇ-ବସ୍ ବ୍ୟବସ୍ଥା ମଧ୍ୟ ହେବ। ପୁରୀ ରୁଟ୍‌ରେ ମୋ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି। ଖୁବ୍‌ଶୀଘ୍ର ଗଡ଼ିବ। ପ୍ରତ୍ୟହ ୮୬ ହଜାର ଯାତ୍ରୀ ଯିବାଆସିବା କରୁଛନ୍ତି। ଏଥିରୁ ୧୨ ଲକ୍ଷ ରାଜସ୍ୱ ମିଳୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story