ଆସନ୍ତାକାଲି ମେଲାଣି ନେବେ ମା’ ଦୁର୍ଗା,ବିସର୍ଜନ ପାଇଁ ଟୁଇନ୍ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା

କଟକ/ଭୁବନେଶ୍ୱର: ସରି ଆସୁଛି ଦଶରା ମଉଜ। ଆସନ୍ତାକାଲି ଭସାଣ। ଧରାପୃଷ୍ଠର ଲୀଳାଖେଳା ଛାଡ଼ି ବାହୁଡିବେ ମା’ ଜଗତ ଜନନୀ। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ଭଳି ଭସାଣ ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏଥର ବି ବ୍ୟାପକ ବନ୍ଦୋବସ୍ତ କରିଛି ପୋଲିସ। ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ୍।  କଟକରେ ଏଥର ମୋଟ […]

police

police

Rakesh Mallick
  • Published: Friday, 23 October 2015
  • Updated: 23 October 2015, 01:59 PM IST

Sports

Latest News

କଟକ/ଭୁବନେଶ୍ୱର: ସରି ଆସୁଛି ଦଶରା ମଉଜ। ଆସନ୍ତାକାଲି ଭସାଣ। ଧରାପୃଷ୍ଠର ଲୀଳାଖେଳା ଛାଡ଼ି ବାହୁଡିବେ ମା’ ଜଗତ ଜନନୀ। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ଭଳି ଭସାଣ ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏଥର ବି ବ୍ୟାପକ ବନ୍ଦୋବସ୍ତ କରିଛି ପୋଲିସ। ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ୍।

 କଟକରେ ଏଥର ମୋଟ ୧୫୭ଟି ମେଢ ସାମିଲ୍ ହେଉଛନ୍ତି ଭସାଣ ଶୋଭାଯାତ୍ରାରେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ୍ ଫେ।ର୍ସ ମୁତୟନ ସହ ୨୮ଟି ଏଡ୍ ପୋଷ୍ଟର ବ୍ୟବସ୍ଥା ହୋଇଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ବିଭିନ୍ନ ଭସାଣ ରୁଟରେ ୧୩ଟି ସିସି କ୍ୟାମେରା ଖଞ୍ଜ।ଯାଇଛି। ପ୍ରତି ମେଢ଼ରେ ପୋଲିସ ମୁତୟନ ସହ ଆଣ୍ଟି ଟେରରିଷ୍ଟ ସ୍କାର୍ଡକୁ ବି ସଜାଗ ରଖାଯାଇଛି। ଟ୍ରାଫିକ୍ ଶୃଙ୍ଖଳା ସାଙ୍ଗକୁ ସାହି ପରିକ୍ରମା ସମୟରେ ଯେଭଳି କୌଣସି ଅଘଟଣ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ବିସର୍ଜନ ପାଇଁ କାଠଯୋଡ଼ିରେ ଦୁଇଟି ଓ ମହାନଦୀରେ ଗୋଟିଏ ଅସ୍ଥାୟୀ ପୁଷ୍କରିଣୀ କରାଯାଇଛି।

ସେହିପରି ଭୁବନେଶ୍ୱରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜଧାନୀରେ ଏଥର ୪ଟି ଭସାଣ କମିଟି ସହିଦନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଓ ଓଲଡ୍ ଟାଉନ୍ ଅଧିନରେ ଏଥର ମୋଟ ୧୬୯ଟି ମେଢ଼ ଭସାଣ ଶୋଭାଯାତ୍ରାରେ ସାମିଲ ହେବେ। କୁଆଖାଇ ଓ ଦୟାନଦୀ କୂଳରେ ତିଆରି ହୋଇଥିବା ମୋଟ ୪ଟି ଅସ୍ଥାୟୀ ପୁଷ୍କରଣୀରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିର ବିସର୍ଜନ କରାଯିବ। ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୩୫ ପ୍ଲାଟୁନ ଫୋର୍ସ ନିୟୋଜନର ବ୍ୟବସ୍ଥା ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ବିଶେଷ ବନ୍ଦୋବସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story