ଆସନ୍ତାକାଲି ଠାରୁ ଆନ୍ଧ୍ର ଓ ଓଡିଶା ସୀମାରେ ମାଓବାଦୀଙ୍କ ପ୍ରତିବାଦ ସପ୍ତାହ  

ଭୁବନେଶ୍ୱର :   ମାଲକାନଗିରି, କୋରାପୁଟ ଓ ବିଶାଖାପଟ୍ଟନମ୍ ମାଓବାଦୀ ସଂଗଠନ ମିଳିତ ଭାବରେ ଆସନ୍ତା କାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଦିବସ ପାଳନ କରିବାକୁ ଯାଉଛି । ଏହି ସପ୍ତାହରେ ୬ ରୁ ୭ ତାରିଖରେ ୩ଟି ଜିଲ୍ଲାକୁ ବନ୍ଦ ଡାକରା ଦିଆଯାଇଛି। ମିଥ୍ୟା ଏନକାଉଣ୍ଟରକୁ ପ୍ରତିବାଦ କରି ମାଓବୀଦୀ ସଂଗଠନ ଏହି ଦିବସ ପାଳନ କରୁଛି । ପୋଲିସ ବିଭିନ୍ନ ସ୍ଥାନରେ କ୍ୟାମ୍ପ ପକାଇ ଆଦିବାସୀ ମାନଙ୍କୁ ଅତ୍ୟାଚାର କରୁଥିବା ଏହି ଚିଠିରେ […]

2

2

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 05:57 AM IST

Sports

Latest News

ଭୁବନେଶ୍ୱର :   ମାଲକାନଗିରି, କୋରାପୁଟ ଓ ବିଶାଖାପଟ୍ଟନମ୍ ମାଓବାଦୀ ସଂଗଠନ ମିଳିତ ଭାବରେ ଆସନ୍ତା କାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଦିବସ ପାଳନ କରିବାକୁ ଯାଉଛି । ଏହି ସପ୍ତାହରେ ୬ ରୁ ୭ ତାରିଖରେ ୩ଟି ଜିଲ୍ଲାକୁ ବନ୍ଦ ଡାକରା ଦିଆଯାଇଛି। ମିଥ୍ୟା ଏନକାଉଣ୍ଟରକୁ ପ୍ରତିବାଦ କରି ମାଓବୀଦୀ ସଂଗଠନ ଏହି ଦିବସ ପାଳନ କରୁଛି । ପୋଲିସ ବିଭିନ୍ନ ସ୍ଥାନରେ କ୍ୟାମ୍ପ ପକାଇ ଆଦିବାସୀ ମାନଙ୍କୁ ଅତ୍ୟାଚାର କରୁଥିବା ଏହି ଚିଠିରେ ଉଲ୍ଲେଖ ରହିଛି। ଏହି ସପ୍ତାହକୁ ଦେଖି ପୋଲିସ ପକ୍ଷରୁ ଏସ.ଓ.ଜି , ଡି.ଭି.ଏଫ ଓ ବି.ଏସ.ଏଫ ମାଓ ପ୍ରବଣ ଅଞ୍ଚଳରେ ଅପରେସନକୁ ଜୋର ସୋର କରାଯାଇଛି। ଆନ୍ଧ୍ର ଓ ଛତିଶଗଡ ସହ ମିଳିତ ଅପରେସନ ମଧ୍ୟ ଚାଲିଛି। ସମସ୍ତ ଛକରେ ଗାଡି ଯାଞ୍ଚ ସହ ପୋଲିସ ସଜାଗ ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos