ମଝି ରାସ୍ତାରେ ମାଣ ବସାଇଲେ ଆଶାକର୍ମୀ

<p>ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଆଶାକର୍ମୀମାନେ ରାଜରାସ୍ତାରେ ପାଳିଛନ୍ତି ମାଣବସା ଗୁରୁବାର। ଆଜି ଗୁରୁବାର ଥିବାରୁ ରାଜଧାନୀର ରାସ୍ତାରେ ଆଶାକର୍ମୀମାନେ ମାଆ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି।</p> <p>ଆଶାକର୍ମୀଙ୍କ ଏହି ଆନ୍ଦୋଳନ ୭ମ ଦିନରେ ପହଞ୍ଚିଛି।&nbsp; ଏନଏଚଏମ୍&zwnj; ମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ ଓ ପିଏଫ ଲାଗୁ ଆଦି ଦାବିରେ ଆଶାକର୍ମୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।</p>

Ordigital Desk
  • Published: Thursday, 23 November 2017
  • Updated: 23 November 2017, 11:08 AM IST

Sports

Latest News

<p>ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଆଶାକର୍ମୀମାନେ ରାଜରାସ୍ତାରେ ପାଳିଛନ୍ତି ମାଣବସା ଗୁରୁବାର। ଆଜି ଗୁରୁବାର ଥିବାରୁ ରାଜଧାନୀର ରାସ୍ତାରେ ଆଶାକର୍ମୀମାନେ ମାଆ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି।</p><p>ଆଶାକର୍ମୀଙ୍କ ଏହି ଆନ୍ଦୋଳନ ୭ମ ଦିନରେ ପହଞ୍ଚିଛି।&nbsp; ଏନଏଚଏମ୍&zwnj; ମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ ଓ ପିଏଫ ଲାଗୁ ଆଦି ଦାବିରେ ଆଶାକର୍ମୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos