ମାଟିରେ ମିଶିବ ୩୫ ବର୍ଷ ପୁରୁଣା ଅଶୋକ ମାର୍କେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଙ୍ଗା ହେବ ରାଜଧାନୀର ୩୫ ବର୍ଷ ପୁରୁଣା ଅଶୋକା ମାର୍କେଟ। ମାଟିରେ ମିଶିବ ୧୩୦ଟି ଦୋକାନ ଗୃହ ଥିବା ତିନି ମହଲା କୋଠ। ପ୍ରଥମ ପର୍ଯ୍ୟାୟରେ ଆଜି ମାର୍କେଟର ବିଦ୍ୟୁତ ଓ ଜଳ ସଂଯୋଗ କଟାଯାଇ ଚାରିପାଖ ଖୋଳାଯାଇଛି।  ମାତ୍ର ଏପରି ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିନା ସୂଚନାରେ ବିଜୁଳି ଓ ପାଣି କଟାଯିବାକୁ ବ୍ୟବସାୟୀମାନେ ବିରୋଧ କରି ଆନ୍ଦୋଳନ କରିଥିଲେ। ପରେ ଟାୟାର ଜାଳି ମାଷ୍ଟରକ୍ୟାଣ୍ଟିନ-ରାଜମହଲ ରାସ୍ତାକୁ ଅବରୋଧ […]

ashok-market-broken

ashok-market-broken

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଙ୍ଗା ହେବ ରାଜଧାନୀର ୩୫ ବର୍ଷ ପୁରୁଣା ଅଶୋକା ମାର୍କେଟ। ମାଟିରେ ମିଶିବ ୧୩୦ଟି ଦୋକାନ ଗୃହ ଥିବା ତିନି ମହଲା କୋଠ। ପ୍ରଥମ ପର୍ଯ୍ୟାୟରେ ଆଜି ମାର୍କେଟର ବିଦ୍ୟୁତ ଓ ଜଳ ସଂଯୋଗ କଟାଯାଇ ଚାରିପାଖ ଖୋଳାଯାଇଛି।  ମାତ୍ର ଏପରି ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିନା ସୂଚନାରେ ବିଜୁଳି ଓ ପାଣି କଟାଯିବାକୁ ବ୍ୟବସାୟୀମାନେ ବିରୋଧ କରି ଆନ୍ଦୋଳନ କରିଥିଲେ। ପରେ ଟାୟାର ଜାଳି ମାଷ୍ଟରକ୍ୟାଣ୍ଟିନ-ରାଜମହଲ ରାସ୍ତାକୁ ଅବରୋଧ କରିଥିଲେ।

ବ୍ୟବସାୟୀ କହିଛନ୍ତି-“ମାର୍କେଟ ଭିତରେ ରହିଛି ବହୁ ଔଷଧ ଦୋକାନ। ଏହା ସତ୍ତ୍ୱେ ଆମକୁ କିଛି ନଜଣାଇ ବିଦ୍ୟୁତ ଓ ପାଣି କନେକ୍‌ସନ୍‌ କାଟି ଦିଆଯାଇଛି। ଯାହାଦ୍ୱାରା ଔଷଧ ନଷ୍ଟ ହୋଇଯାଇଛି।”

ଆଉ ଜଣେ ବ୍ୟବସାୟୀ କହିଛନ୍ତି-“ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଥିଲା। ମାତ୍ର ଆଜିପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ। ଏହାଛଡ଼ା ଯେଉଁ ସ୍ଥାନରେ ଆମକୁ ଥଇଥାନ କରାଯାଉଛି, ସେଠାରେ ବେପାର କରିବା ସମ୍ଭବ ନୁହେଁ।”

୩୫ ବର୍ଷ ତଳର ଏହି ପୁରୁଣା ମାର୍କେଟକୁ ଭଙ୍ଗାଯାଇ ଏଠାରେ ତିଆରି କରାଯିବ ମଲଟି ମଡେଲ ହବ। ଯାହାର ନିର୍ମାଣ ଦାୟିତ୍ୱ ସିଙ୍ଗାପୁରର ଏକ ଠିକା ସଂସ୍ଥା ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story