ଜଗମୋହନ ମରାମତି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମମଲା ନେଇ ଏଏସ୍‌ଆଇ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ସେହିପରି ଏନ୍‌.କେ. ମହାନ୍ତି କମିଶନ ମଧ୍ୟ ମରାମତି ନେଇ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଜଗମୋହନ ମରାମତି କାମ ୩ଟି ଏଜେନ୍ସି ମାଧ୍ୟମରେ ସୁରୁଖୁରୁରେ ଚାଲିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ ଜୁନ ୨ ତାରିଖ ସୁଦ୍ଧା ଜଗମୋହନ ମରାମତି କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୦ ସୁଦ୍ଧା […]

Orissa-High

Orissa-High

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 01:38 PM IST

Sports

Latest News

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମମଲା ନେଇ ଏଏସ୍‌ଆଇ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ସେହିପରି ଏନ୍‌.କେ. ମହାନ୍ତି କମିଶନ ମଧ୍ୟ ମରାମତି ନେଇ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଜଗମୋହନ ମରାମତି କାମ ୩ଟି ଏଜେନ୍ସି ମାଧ୍ୟମରେ ସୁରୁଖୁରୁରେ ଚାଲିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ ଜୁନ ୨ ତାରିଖ ସୁଦ୍ଧା ଜଗମୋହନ ମରାମତି କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୦ ସୁଦ୍ଧା ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ପୁରୀ ଜିଲ୍ଲା ଓ ଏଏସ୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମରାମତି ସମ୍ପର୍କରେ ଏପ୍ରିଲ ୧୦ ତାରିଖରେ ପରବର୍ତ୍ତି ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story