ଆସିଲେନି ନିଲାମଧାରୀ: ରୋଜଭ୍ୟାଲି ସମ୍ପତ୍ତି ନିଲାମ ବନ୍ଦ

କଟକ: ଆଜି ଚିଟ୍‌ଫଣ୍ଡ କମ୍ପାନୀ ରୋଜଭ୍ୟାଲିର ସମ୍ପତ୍ତି ନିଲାମ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ତେବେ ସମ୍ପତ୍ତି ନିଲାମ ଧରିବାକୁ କେହି ନିଲାମଧାରୀ ଆବେଦନ ନ କରିବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ପରବର୍ତ୍ତି ସମୟରେ ଏହି ସମ୍ପତ୍ତି ନିଲାମ ପାଇଁ ପୁଣି ଉଦ୍ୟମ କରାଯିବ ବୋଲି କଟକ ଏଡିଏମ୍‌ ବିଭୂତି ଦାସ କହିଛନ୍ତି। ଆଜି ପୂର୍ବାହ୍ନ ୧୧ଟାରେ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ପରିସରରେ ଇ-ଅକ୍ସନ ପ୍ରକ୍ରିୟାରେ ନିଲାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ନୀଳଗିରି ତହସିଲର […]

rosevally

rosevally

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 12:44 PM IST

Sports

Latest News

କଟକ: ଆଜି ଚିଟ୍‌ଫଣ୍ଡ କମ୍ପାନୀ ରୋଜଭ୍ୟାଲିର ସମ୍ପତ୍ତି ନିଲାମ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ତେବେ ସମ୍ପତ୍ତି ନିଲାମ ଧରିବାକୁ କେହି ନିଲାମଧାରୀ ଆବେଦନ ନ କରିବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ପରବର୍ତ୍ତି ସମୟରେ ଏହି ସମ୍ପତ୍ତି ନିଲାମ ପାଇଁ ପୁଣି ଉଦ୍ୟମ କରାଯିବ ବୋଲି କଟକ ଏଡିଏମ୍‌ ବିଭୂତି ଦାସ କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟାରେ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ପରିସରରେ ଇ-ଅକ୍ସନ ପ୍ରକ୍ରିୟାରେ ନିଲାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ନୀଳଗିରି ତହସିଲର ଶ୍ୟାମଶୁନ୍ଦରପୁର ଗାଁରେ ଥିବା ୪୫ ଡ଼ିସମିଲ ଜମିର ନିଲାମ ମୂଲ୍ୟ ୭ ଲକ୍ଷ ୩୧ହଜାର ଟଙ୍କା ରଖାଯାଇଥିଲା। ଭୁବନେଶ୍ୱର ପାହାଳ ନିକଟ ଉତ୍କଳ ହାଇଟ୍ସରେ ଥିବା ୪ଟି ଫ୍ଲ।ଟର ନିଲାମ ମୂଲ୍ୟ ୩ କୋଟି ୬୯ଲକ୍ଷ ଟଙ୍କା ଥିଲା। ତେବେ ଏହାକୁ ନିଲାମ ଧରିବାକୁ କେହି ନିଲାମଧାରୀ ଆବେଦନ କରି ନ ଥିଲେ।

ପୂର୍ବରୁ ରୋଜଭ୍ୟାଲିର ବିଭିନ୍ନ ବ୍ୟାଙ୍କରେ ଥିବା ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କଟକ ଏଡ଼ିଏମଙ୍କ ଆକାଉଣ୍ଟରେ ରଖାଯାଇଛି।

ଆଗକୁ ସାଫେକ୍ସ ଇନଫ୍ର।ଟେକ, ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଓ ଆସ୍ଥା ଇଣ୍ଟରନ୍ୟାସନାଲ ଲିମିଟେଡ଼ର ସମ୍ପତ୍ତି ନିଲାମ କରାଯିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story