ଅସିତ୍ ତ୍ରିପାଠୀ ହେବେ ମୁଖ୍ୟ ସଚିବ, ଗଢ଼ିବେ ନିଜ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ସେ ଆସନ୍ତା ୧୯ତାରିଖରେ ବିଧିବଦ୍ଧ ଭାବେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ କାର୍ଯ୍ୟ କରିବେ ବୋଲି ଆପାତତଃ ସ୍ପଷ୍ଟ ହୋଇଛି। ଶ୍ରୀ ତ୍ରିପାଠୀ ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିବା ଦିନ ହିଁ ବରିଷ୍ଠ ଆଇଏଏସସ୍ତରରେ ଏକ […]

asit-trapathi

asit-trapathi

Manoranjan Sial
  • Published: Wednesday, 14 August 2019
  • Updated: 14 August 2019, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ସେ ଆସନ୍ତା ୧୯ତାରିଖରେ ବିଧିବଦ୍ଧ ଭାବେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ କାର୍ଯ୍ୟ କରିବେ ବୋଲି ଆପାତତଃ ସ୍ପଷ୍ଟ ହୋଇଛି। ଶ୍ରୀ ତ୍ରିପାଠୀ ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିବା ଦିନ ହିଁ ବରିଷ୍ଠ ଆଇଏଏସସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୧୯୮୩ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥିବା ନେଇ ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଜାରି ହେବାପରେ ଶ୍ରୀ ପାଢ଼ୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି, ଯାହାକି ଏବେ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି। ଶ୍ରୀ ପାଢ଼ୀ ବିଧାନସଭା ଅଧିବେଶନ ଚାଲିଥିବାବେଳେ ଜୁଲାଇ ୨୨ତାରିଖରେ ଅଚାନକ ୨ସପ୍ତାହ ଛୁଟିରେ ପଳାଇବା ପରେ ତାଙ୍କୁ ରାଜ୍ୟ ସରକାର ମୁଖ୍ୟ ସଚିବ ପଦରୁ ହଟାଇବାକୁ ଚିନ୍ତା କରୁଥିବା ଓ ଉନ୍ନୟନ କମିଶନର ଶ୍ରୀ ତ୍ରିପାଠୀଙ୍କୁ ଏହି ପଦରେ ଅବସ୍ଥାପିତ କରିବାର ସମ୍ଭାବନା ଥିବା ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’ ଜୁଲାଇ ୨୩ତାରିଖରେ ଏକ ରିପୋର୍ଟ ପ୍ରକାଶ କରିଥିଲା।

ରାଜ୍ୟ ସରକାର କେନ୍ଦ୍ରୀୟ ଡେପୁଟେସନରେ ଥିବା ୪ଜଣ ବରିଷ୍ଠ ଆଇଏଏସ ଯଥା- ୧୯୮୩ ବ୍ୟାଚର ଇଞ୍ଜେତି ଶ୍ରୀନିବାସ, ୧୯୮୪ ବ୍ୟାଚର ଅରୁଣ କୁମାର ପଣ୍ଡା, ୧୯୮୫ ବ୍ୟାଚର ୟୁପି ସିଂହ ଓ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସମେତ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳଙ୍କ ତୁଳନାରେ ଶ୍ରୀ ତ୍ରିପାଠୀଙ୍କ ଉପରେ ଅଧିକ ଆସ୍ଥା ପୋଷଣ କରିଛନ୍ତି। ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ୨ ସପ୍ତାହ ଛୁଟିରେ ଫେରି ଅଗଷ୍ଟ ୫ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଶ୍ରୀ ତ୍ରିପାଠୀ ଅଘୋଷିତ ଭାବେ ପ୍ରଶାସନିକ ମୁଖ୍ୟ ରୂପେ ଏବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ ବରିଷ୍ଠ ଆଇଏଏସସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହେବ। ଶ୍ରୀ ତ୍ରିପାଠୀ ଏବେ ଉନ୍ନୟନ କମିଶନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଅଛନ୍ତି। ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ତ୍ରିପାଠୀଙ୍କ ଉପରେ ଥିବା ୧୯୮୫ ବ୍ୟାଚର ଆଇଏଏସ୍ ଶ୍ରୀ ଧଳଙ୍କୁ ରାଜ୍ୟ ସରକାର କେବିକେ ମୁଖ୍ୟ ପ୍ରଶାସକ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ବଦଳି କରିପାରନ୍ତି। ୧୯୮୯ ବ୍ୟାଚର ଦୁଇ ଆଇଏଏସ୍ ପ୍ରଦୀପ କୁମାର ଜେନା ଓ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇପାରେ। ଗୃହ, ଜଙ୍ଗଲ ଓ ପରିବେଶ, ଶକ୍ତି, ପଞ୍ଚାୟତିରାଜ, ଜଳସମ୍ପଦ, ଇସ୍ପାତ ଓ ଖଣି ବିଭାଗର ସଚିବ ପଦରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story