ବିଡିଓଙ୍କୁ ଛୁରାମାଡ଼ କଲେ ସହକାରୀ ଯନ୍ତ୍ରୀ

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡ଼ିଓ)ଙ୍କୁ ସହକାରୀ ଯନ୍ତ୍ରୀ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଭଳି  ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକରେ। ବିଡ଼ିଓଙ୍କ ନାଁ ପ୍ରିୟରଞ୍ଜନ କୁମାର। ପ୍ରିୟରଞ୍ଜନ ମୁରିବାହାଲ ବ୍ଳକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଛନ୍ତି। ବିଡ଼ିଓଙ୍କ ହାତରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ବିଡ଼ିଓ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡିଙ୍କ କୋଠରୀରେ ବସିଥିଲେ। ଏହି […]

BDO

BDO

Tapaswini Nayak
  • Published: Friday, 01 April 2022
  • Updated: 01 April 2022, 04:31 PM IST

Sports

Latest News

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡ଼ିଓ)ଙ୍କୁ ସହକାରୀ ଯନ୍ତ୍ରୀ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଭଳି  ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକରେ। ବିଡ଼ିଓଙ୍କ ନାଁ ପ୍ରିୟରଞ୍ଜନ କୁମାର। ପ୍ରିୟରଞ୍ଜନ ମୁରିବାହାଲ ବ୍ଳକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଛନ୍ତି। ବିଡ଼ିଓଙ୍କ ହାତରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ବିଡ଼ିଓ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡିଙ୍କ କୋଠରୀରେ ବସିଥିଲେ। ଏହି ସମୟରେ ସତ୍ୟନାରାୟଣ କୋଠରୀ ଭିତରକୁ ହଠାତ୍ ପଶି ଆସି ବିଡ଼ିଓଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ସତ୍ୟନାରାୟଣଙ୍କୁ ଅଟକାଇବା ସହ ତାଙ୍କଠାରୁ  ଛୁରୀ ଛଡ଼ାଇ ନେଇଥିଲେ। ଏନେଇ ବିଡିଓ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

କ’ଣ ପାଇଁ  ବିଡ଼ିଓଙ୍କୁ ସହକାରୀ ଯନ୍ତ୍ରୀ ଆକ୍ରମଣ କଲେ ତାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story