ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢୁଛି ଅତ୍ୟାଚାର

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବୟସକୁ ଜାଣିବା ଆଗରୁ ବାଜି ଲାଗୁଛି କିଶୋରୀ ମାନଙ୍କ ଜୀବନ। କେବେ ଦୁଷ୍କର୍ମ ତ ଆଉ କେବେ ହତ୍ୟା। ଗତ କିଛି ଦିନ ହେଲାଣି, କ୍ରମାଗତ ଭାବେ ରାଜ୍ୟରେ ଘଟିବାରେ ଲାଗିଛି ଏଭଳି ଘଟଣା। ଯାହାକୁ ଦେଖି ଲାଗୁଛି ରାଜ୍ୟରେ ନାବାଳିକାମାନେ ଆଉ ଜମା ସୁରକ୍ଷିତ ନୁହଁନ୍ତି। ଗତରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଅନ୍ନପୂର୍ଣ୍ଣାନଗର ବିଚ୍ ବଜାରରେ ଜଣେ ନାବାଳିକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତରାତି ପ୍ରାୟ ୮ଟା ବେଳେ ସିଲେଇ ଟ୍ରେନିଂ […]

ta

ta

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 09:31 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବୟସକୁ ଜାଣିବା ଆଗରୁ ବାଜି ଲାଗୁଛି କିଶୋରୀ ମାନଙ୍କ ଜୀବନ। କେବେ ଦୁଷ୍କର୍ମ ତ ଆଉ କେବେ ହତ୍ୟା। ଗତ କିଛି ଦିନ ହେଲାଣି, କ୍ରମାଗତ ଭାବେ ରାଜ୍ୟରେ ଘଟିବାରେ ଲାଗିଛି ଏଭଳି ଘଟଣା। ଯାହାକୁ ଦେଖି ଲାଗୁଛି ରାଜ୍ୟରେ ନାବାଳିକାମାନେ ଆଉ ଜମା ସୁରକ୍ଷିତ ନୁହଁନ୍ତି।

ଗତରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଅନ୍ନପୂର୍ଣ୍ଣାନଗର ବିଚ୍ ବଜାରରେ ଜଣେ ନାବାଳିକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତରାତି ପ୍ରାୟ ୮ଟା ବେଳେ ସିଲେଇ ଟ୍ରେନିଂ ସାରି ଘରକୁ ଫେରୁଥିଲେ ରବି ସାହୁଙ୍କ ନାବାଳିକା ଝିଅ। ଏହି ସମୟରେ ବାଟ ଓଗାଳିଥିଲେ ସାହିର ଆର୍.ଗୋପି । ଆଉ ସାମ୍ନାସାମ୍ନି ହେବା ପରେ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଅତି ନିର୍ମମ ଭାବେ ଶରୀରର ୧୦ଟି ସ୍ଥାନରେ କରିଥିଲା ଛୁରାମାଡ଼। ତାପରେ ଫେରାର୍ ହୋଇଯାଇଥିଲେ।  ସେପଟେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ ନେବାବେଳେ ଆଖିବୁଜିଲା ଏହି କୁନି ଝିଅ। ଘଟଣା ସମ୍ପର୍କରେ ପୋଲିସ କହିଛି ଏକତରଫା ପ୍ରେମରୁ ଏହି କାଣ୍ଡ ଘଟିଛି। ରାତିତମାମ ଚଢ଼ାଉ ପରେ ଅଭିଯୁକ୍ତ ଧରାପଡ଼ିଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ସେହି ଚର୍ଚ୍ଚିତ କୁନ୍ଦୁଲି ମାମଲା ହେଉ କିମ୍ବା ବାଣପୁର ଦୁଷ୍ମର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ହେଉ, ବୌଦ୍ଧ ଜିଲ୍ଲା କଣ୍ଟାମାଳର କଳଙ୍କ ହେଉ କିମ୍ବା କଳାହାଣ୍ଡି କଲମପୁରରେ ଏକତରଫା ପ୍ରେମରୁ ଏସିଡ୍ ଆକ୍ରମଣ ହେଉ । ସବୁଠି ଟାର୍ଗେଟରେ ନାବାଳିକା । ବିଭିନ୍ନ ସମୟରେ କିଶୋରୀଙ୍କୁ ବିଭତ୍ସ ମାନସିକଧାରୀ ଯୁବକଙ୍କ ଏଭଳି ଶୀକାର ଏବେ ବଡ଼ ସାମାଜିକ ସମସ୍ୟା ଭାବେ ଛିଡ଼ା ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story