ୟୁ ଟ୍ୟୁବ୍‌ ଦେଖି ଏଟିଏମ୍‌ ଲୁଟ୍‌ କରୁଥିଲେ, ଧରି ପକାଇଲା ପୁଲିସ

କଟକ (ଓଡ଼ିଶା ରିପୋର୍ଟର): ୟୁ ଟ୍ୟୁବ୍‌ ଦେଖି ଚୋରି ଶିଖିଲେ। ଆଉ ତା’କୁ କାର୍ଯ୍ୟରେ ପ୍ରୟୋଗ କଲେ। ଏଟିଏମ୍‌ କାଟି ଲୁଟ୍‌ କରିବା ପୂର୍ବରୁ ପୁଲିସ ହାତରେ ଧରା ପଡ଼ିଗଲେ। କଟକ ଗଣ୍ଡରପୁର ଏଟିଏମ୍‌ ଲୁଟ୍‌ ଘଟଣାରେ ଏପରି ସୂଚନା ଦେଇଛନ୍ତି କଟକ ଡିସିପି ଡିସିପି ପ୍ରତୀକ ସିଂହ। ଗିରଫ ଅଭିଯୁକ୍ତ ହେଲେ ଶିଶିର ଦେବନାଥ। ଅଭିଯୁକ୍ତଙ୍କ ଘର ଜଗତସିଂହପୁର ଜିଲ୍ଲାର। ସେ କଟକରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ମେଡିସିନ୍‌ ଦୋକାନରେ ଔଷଧ ବିକୁ […]

atm-loot

atm-loot

Manoranjan Sial
  • Published: Tuesday, 13 October 2020
  • Updated: 13 October 2020, 06:44 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ୟୁ ଟ୍ୟୁବ୍‌ ଦେଖି ଚୋରି ଶିଖିଲେ। ଆଉ ତା’କୁ କାର୍ଯ୍ୟରେ ପ୍ରୟୋଗ କଲେ। ଏଟିଏମ୍‌ କାଟି ଲୁଟ୍‌ କରିବା ପୂର୍ବରୁ ପୁଲିସ ହାତରେ ଧରା ପଡ଼ିଗଲେ। କଟକ ଗଣ୍ଡରପୁର ଏଟିଏମ୍‌ ଲୁଟ୍‌ ଘଟଣାରେ ଏପରି ସୂଚନା ଦେଇଛନ୍ତି କଟକ ଡିସିପି ଡିସିପି ପ୍ରତୀକ ସିଂହ। ଗିରଫ ଅଭିଯୁକ୍ତ ହେଲେ ଶିଶିର ଦେବନାଥ।

ଅଭିଯୁକ୍ତଙ୍କ ଘର ଜଗତସିଂହପୁର ଜିଲ୍ଲାର। ସେ କଟକରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ମେଡିସିନ୍‌ ଦୋକାନରେ ଔଷଧ ବିକୁ ବିକୁ ଏଟିଏମ୍‌ ଲୁଟ୍‌ କରିବାର ବୁଦ୍ଧି ତାଙ୍କ ମୁଣ୍ଡକୁ ଆସିଥିଲା। ଏଟିଏମ୍‌ ମେସିନ କାଟିବା ପାଇଁ ସେ ଏକ ଘରୋଇ ନର୍ସିଂହୋମରୁ ଅକ୍ସିଜେନ ସିଲିଣ୍ଡର ଆଣିଥିଲେ।

ଲୁଟ ଉଦ୍ୟମ ବେଳେ ଅଭିଯୁକ୍ତ ସାଇରନ ଓ ସିସିଟିଭି ଆଦିକୁ ଅଚଳ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେଠାରେ ଲାଗି ଥିବା ଭାଇବ୍ରେଟ୍‌ ସେନସର ବ୍ୟାଙ୍କର ମୁଖ୍ୟଙ୍କ ନିୟନ୍ତ୍ରଣ କକ୍ଷକୁ ସଂକେତ ଦେଇଥିଲା। ଏସ୍‌ବିଆଇ ବ୍ୟାଙ୍କ ପକ୍ଷରୁ ଏନେଇ ତୁରନ୍ତ ଚାଉଳିଆଗଞ୍ଜ ଥାନାକୁ ଖବର ଦିଆ ଯାଇଥିଲା। ପୁଲିସ ସଙ୍ଗେ ସଙ୍ଗେ ଏଟିଏମ୍‌ ପାଖରେ ପହଞ୍ଚିଥିଲା। ଏହା ଦେଖି ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ଆଜି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପ୍ରତୀକ ସିଂହ କହିଛନ୍ତି।

ଲୁଟ୍‌ ସମୟରେ ଏଟିଏମ୍‌ରେ ୨୦ ଲକ୍ଷ ୬୦ ହଜାର ଟଙ୍କା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story