ଏଟିଏମ ଠକେଇ ରୋକିବାକୁ କମିଶନରେଟ ପୋଲିସ ବ୍ୟାଙ୍କ ମ୍ୟାନେଜରଙ୍କ ବୈଠକ

ଭୁବନେଶ୍ୱର: କମିଶନରେଟ ପୋଲିସର ବ୍ୟାଙ୍କରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏଟିଏମ୍ ସମ୍ୱନ୍ଧୀୟ ଠକେଇକୁ ରୋକିବା ନେଇ ଆଲୋଚନା ହୋଇଛି । ଏଟିଏମ ଠକେଇ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ପୋଲିସ ପରାମର୍ଶ ଦେଇଛି । ଏହାସହ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ଫେକ କଲ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କ। ହଡପ କରୁଥିବା ଗ୍ୟାଙ୍ଗଠାରୁ ସତର୍କ ରହିବା ପାଇଁ ଓଡିଆ ଭାଷାରେ ସତର୍କ ମାସେଜ ଦେବାକୁ ପୋଲିସ କମିଶନର ବ୍ୟାଙ୍କର ମିଟ ଅବସରରେ […]

bhadrak

bhadrak

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 03:00 PM IST

Sports

Latest News

ଭୁବନେଶ୍ୱର: କମିଶନରେଟ ପୋଲିସର ବ୍ୟାଙ୍କରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏଟିଏମ୍ ସମ୍ୱନ୍ଧୀୟ ଠକେଇକୁ ରୋକିବା ନେଇ ଆଲୋଚନା ହୋଇଛି । ଏଟିଏମ ଠକେଇ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ପୋଲିସ ପରାମର୍ଶ ଦେଇଛି । ଏହାସହ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ଫେକ କଲ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କ। ହଡପ କରୁଥିବା ଗ୍ୟାଙ୍ଗଠାରୁ ସତର୍କ ରହିବା ପାଇଁ ଓଡିଆ ଭାଷାରେ ସତର୍କ ମାସେଜ ଦେବାକୁ ପୋଲିସ କମିଶନର ବ୍ୟାଙ୍କର ମିଟ ଅବସରରେ ପରାମର୍ଶ ଦେଇଛନ୍ତି । ଏହାଛଡା ଏଟିଏମ୍ ବାହାରେ ଗାର୍ଡ ଲଗାଇବା, ସିସିଟିଭି ଲଗାଇବା ସହ ବ୍ୟାଙ୍କ ଭିତରେ କିମ୍ୱା ବାହାରେ ସନ୍ଦିଗ୍ଧ ବ୍ୟକ୍ତିକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ବିଭିନ୍ନ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜରମାନେ ଯୋଗ ଦେଇଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପରାମର୍ଶକୁ ଅବଲମ୍ୱନ କରିବା ପାଇଁ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ମତ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story