ଅଗଷ୍ଟ ମାସ ଅଧିକ ୟୁରିଆ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ ସୁବିଧାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସରେ ଅଧିକ ୟୁରିଆ ସାର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଗଷ୍ଟ ମାସରେ କେନ୍ଦ୍ର ସରକାର ୧.୧୪ ଲକ୍ଷ ମାଟ୍ରିକ ଟନ ୟୁରିଆ ସାର ଯୋଗାଣ କରିବାର ଅଛି । ଏହାକୁ ବଢାଇ ୧.୭୫ ଲକ୍ଷ ମାଟ୍ରିକ ଟନ ସାର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

navin

navin

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 05:33 PM IST

Sports

Latest News

naveen-patnaik_32ଭୁବନେଶ୍ୱର: ଚାଷୀଙ୍କୁ ସୁବିଧାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସରେ ଅଧିକ ୟୁରିଆ ସାର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଗଷ୍ଟ ମାସରେ କେନ୍ଦ୍ର ସରକାର ୧.୧୪ ଲକ୍ଷ ମାଟ୍ରିକ ଟନ ୟୁରିଆ ସାର ଯୋଗାଣ କରିବାର ଅଛି । ଏହାକୁ ବଢାଇ ୧.୭୫ ଲକ୍ଷ ମାଟ୍ରିକ ଟନ ସାର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos