ଅଗଷ୍ଟ ୧୮ରୁ ବ୍ଲକଗ୍ରାଣ୍ଡ ହାଇସ୍କୁଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଦେବଗଡ଼ : ଓଡ଼ିଶା ରାଜ୍ୟ ବ୍ଲକଗ୍ରାଣ୍ଡ ଶିକ୍ଷକ  ଓ କର୍ମଚାରୀ ସଂଘ ପକ୍ଷରୁ  ଅଗଷ୍ଟ ୧୮ ତାରିଖରୁ ସାରା ରାଜ୍ୟରେ  ସମସ୍ତ ବ୍ଲକଗ୍ରାଣ୍ଡ ହାଇସ୍କୁଲ ଗୁଡ଼ିକ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ  ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଦେବଗଡ଼  ଜିଲ୍ଲା ବ୍ଲକଗ୍ରାଣ୍ଡ  ଶିକ୍ଷକ ସଂଘ  ପକ୍ଷରୁ ଆୟୋଜିତ ଏକ ବୈଠକରେ ରାଜ୍ୟ ସମିତି  ଏହି ଘୋଷଣା କରିଛି । ଓଡ଼ିଶାରେ  ୨୬୩୩ ଟି ହାଇସ୍କୁଲ  ଥିବା ବେଳେ ଶିକ୍ଷକ ଓ କର୍ମଚାରୀଙ୍କ  ସମେତ […]

Block Grant Teachers Strike

Block Grant Teachers Strike

Rakesh Mallick
  • Published: Monday, 03 August 2015
  • Updated: 03 August 2015, 01:14 PM IST

Sports

Latest News

ଦେବଗଡ଼ : ଓଡ଼ିଶା ରାଜ୍ୟ ବ୍ଲକଗ୍ରାଣ୍ଡ ଶିକ୍ଷକ  ଓ କର୍ମଚାରୀ ସଂଘ ପକ୍ଷରୁ  ଅଗଷ୍ଟ ୧୮ ତାରିଖରୁ ସାରା ରାଜ୍ୟରେ  ସମସ୍ତ ବ୍ଲକଗ୍ରାଣ୍ଡ ହାଇସ୍କୁଲ ଗୁଡ଼ିକ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ  ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଦେବଗଡ଼  ଜିଲ୍ଲା ବ୍ଲକଗ୍ରାଣ୍ଡ  ଶିକ୍ଷକ ସଂଘ  ପକ୍ଷରୁ ଆୟୋଜିତ ଏକ ବୈଠକରେ ରାଜ୍ୟ ସମିତି  ଏହି ଘୋଷଣା କରିଛି । ଓଡ଼ିଶାରେ  ୨୬୩୩ ଟି ହାଇସ୍କୁଲ  ଥିବା ବେଳେ ଶିକ୍ଷକ ଓ କର୍ମଚାରୀଙ୍କ  ସମେତ ୪,୫୦,୦୦୦ ଛାତ୍ର ଛାତ୍ରୀ ଅଛନ୍ତି । ସରକାରଙ୍କ ଅବହେଳା ଯୋଗୁ ଅନେକ ସମସ୍ୟାର  ସମ୍ମୁଖୀନ  ହେଉଛନ୍ତି ବହୁ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରୁନି  ସୁବିଧାସୁଯୋଗ । ଏହା ସହ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ମଧ୍ୟ ଠିକ ସମୟରେ ଦରମା ମିଳୁନାହିଁ । ଏସବୁ ସମସ୍ୟା ଯୋଗୁ ବର୍ତ୍ତମାନ ବହୁ ସରକାରୀ ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ଦେଖା  ଦେଇଛି। ସରକାରଙ୍କ ଉଦାସୀନତା ମନୋବୃତ୍ତି  ଯୋଗୁ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବା ଉପରେ । ଛାତ୍ରଛାତ୍ରୀମାନଙ୍କ ସମସ୍ତ ସୁବିଧା ସୁଯୋଗ  ଏବଂ  ଶିକ୍ଷକ ଓ କର୍ମଚାରୀମାନଙ୍କ ନିୟମିତ ଦରମା ଆଦି ଦାବିରେ ବ୍ଲକ ଗ୍ରାଣ୍ଡ ଶିକ୍ଷକ କର୍ମଚାରୀ ,ଅଭିଭାବକ ତରଫରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବାକୁ ବୈଠକରେ  ନିଷ୍ପତି ନିଆଯାଇଛି । ଲିଖିତ ପ୍ରତିଶ୍ରୃତି ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ସ୍ଥିର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story