ଅଟୋକୁ ପିଟିଲା କାର୍‌; ୭ ଗୁରୁତର

କଟକ(ଓଡ଼ିଶା ରିପୋର୍ଟର): କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ରିଙ୍ଗବନ୍ଧରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଦ୍ରୁତ୍‌ ଗତିରେ ଆସୁଥିବା କାର୍‌ ପଛପଟୁ ଧକ୍କା ଦେବାରୁ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍‌ ନମ୍ବର OR-05AN-4042 ହୋଇଥିବାବେଳେ ଏହା ପଛରେ ପୁଲିସ୍‌ ଲେଖା ହୋଇଛି । ମିଳିଥିବା ସୂଚନା […]

accident-1-1

accident-1-1

Niharika Rout
  • Published: Monday, 25 November 2019
  • Updated: 25 November 2019, 09:43 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ରିଙ୍ଗବନ୍ଧରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଦ୍ରୁତ୍‌ ଗତିରେ ଆସୁଥିବା କାର୍‌ ପଛପଟୁ ଧକ୍କା ଦେବାରୁ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍‌ ନମ୍ବର OR-05AN-4042 ହୋଇଥିବାବେଳେ ଏହା ପଛରେ ପୁଲିସ୍‌ ଲେଖା ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ରିଙ୍ଗବନ୍ଧରେ ଏକ ଅଟୋରେ ଡ୍ରାଇଭର ସମେତ ୫ ଜଣ ଯାଉଥିଲେ। ଉକ୍ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେଇଥିଲା।  କାର୍‌ରେ ଡ୍ରାଇଭରଙ୍କ ସମେତ ୨ ଜଣ ଥିଲେ। ଏହି ଦୁର୍ଘଟଣାରେ ସମସ୍ତେ ଗୁରୁତର ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି।

ସୂଚନାଯୋଗ୍ୟ ଯେ,  ଦୁର୍ଘଟଣା ଘଟାଇଥିବା କାର୍‌ ପଛରେ ପୁଲିସ୍‌ ଲେଖା ହୋଇଛି। ଏଥିସହ ଗାଡ଼ି ଭିତରେ କିଛି ମଦ ବୋତଲ ଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଯାହାକୁ ନେଇ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଏହାଦେଖି କାର୍‌ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କୁ କାବୁ କରି ନେଇଥିଲେ। ଏହି ଗାଡ଼ିଟି କୌଣସି ପୁଲିସ୍‌ କର୍ମଚାରୀଙ୍କର ନା ଆଉ କାହାର  ତାହା ସ୍ପଷ୍ଟ  ହୋଇନାହିଁ। ମାଲ୍‌ଗୋଦାମ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story